ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ନୟାଗଡ (ପ୍ରଭାକର ଶିରୋମଣି ):-ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ମାଧବ ଚୌଧୁରୀ ପାଟଣା ନୀଳମାଧଵ ବିହାର ଠାରେ ଅବସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଦ୍ଵାବିଂଶ ତମ ବାର୍ଷିକ ଉତ୍ସବ ଆଜି ୩୦ ତାରିଖରେ ଅନୁଷ୍ଠିତ ହୋଇ ଯାଇଛି l ଏତଦ ଉପଲକ୍ଷେ ଆୟୋଜିତ ଏକ ସଭାରେ ସମସ୍ତ…

ଜିଲ୍ଲା ସ୍ତରୀୟ ଶହୀଦ ଦିବସ ପାଳିତ

ଆର,ଉଦୟଗିରି(ମନୋଜ କୂମାର ପାଢୀ)-ଭାରତର ସ୍ୱାଧୀନତା ପାଇଁ ବଳି ଦେଇଥିବା ଶହୀଦ ମାନଙ୍କର ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଉପଲକ୍ଷେ ଆଜି ଗଜପତି ସଦର ମହକୁମା ପାରଳାଖେମୁଣ୍ଡି ଠାରେ ସେମାନଙ୍କ ସ୍ମୃତି…

ଅଡ଼ବା ଏବଂ ଚନ୍ଦ୍ରଗିରିକୁ ନୂତନ ବ୍ଲକ ଗଠନ ନିମନ୍ତେ ଅଞ୍ଚଳବାସୀ ଙ୍କ ଦାବୀ

ଆର,ଉଦୟଗିରି(ମନୋଜ କୁମାର ପାଢୀ)—ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ଅଡ଼ବା ହାଟପଦା ଠାରେ ଅଡ଼ବାକୁ ନୂତନ ବ୍ଲକ ଗଠନ କରାଯିବାକୁ ନେଇ ଆଞ୍ଚଳିକ ବିକାଶ ପରିଷଦ ଦାବି କରିଛି। ପରିଷଦର ସଭାପତି ପ୍ରକାଶ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅଡ଼ବା ଜୋନର ୧୫ଟି ପଞ୍ଚାୟତକୁ…

ବିଜୁ ଟ୍ରଫି” ଉଦଯାପିତ

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ବିଜୁ ଟ୍ରଫି ଶେଷ ହୋଇଛି l ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟ ଚାଲିଥିଲା l ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଖେଳାଳିମାନେ ଅଂଶଗ୍ରହଣ କରିଥିଲେ l ବିଜୟୀ ଖେଳାଳିମାନଙ୍କୁ ଟ୍ରଫି ପ୍ରଦାନ…

ଏଣିକି ଗାଡ଼ି ଫିଟନେସ ଯାଞ୍ଚ କରିବ ଏଟିଏସ

ଖୋର୍ଦ୍ଧା(ସଞ୍ଜୀବ କୁମାର):-କେନ୍ଦ୍ରୀୟ ମୋଟର ଯାନ ନିୟମ ଅନୁଯାୟୀ ଗାଡ଼ିର ଫିଟନେସ ପରୀକ୍ଷା ପାଇଁ ଏଟିଏସ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଗାଡ଼ି ଫିଟନେସ ପରୀକ୍ଷା ପାଇଁ ରହିବନି ମାନୁଆଲ ମୂଲ୍ୟାୟନ। ଏଣିକି ଗାଡ଼ି ଫିଟନେସ ଯାଞ୍ଚ କରିବ ଏଟିଏସ। ଏଭଳି ଏକ ପଦକ୍ଷେପ ରାଜ୍ୟ ସରକାରଙ୍କ…

ଚାଲିଯାଇଥାନ୍ତା ନୀରିହ ଯାତ୍ରୀଙ୍କ ଜୀବନ

ଖୋର୍ଦ୍ଧା(ସଞ୍ଜୀବ କୁମାର):-ପ୍ରଚାର ପ୍ରସାର ପାଇଁ ଜଟଣୀ ସହରର ବିଭିନ୍ନ ମାର୍କେଟ୍ କଥା କୁହନ୍ତୁ କି ରୋଡ ଚାରି ପାର୍ଶ୍ୱରେ ସବୁ ଆଡେ ଦେଖିବାକୁ ମିଳୁଛି ବେଆଇନ ହୋର୍ଡ଼ିଂ ବୋର୍ଡ଼ I କେବଳ ନେତା ମନ୍ତ୍ରୀ କି ସମାଜସେବୀ ନୁହଁନ୍ତି ବର୍ତ୍ତମାନ ଘରୋଇ ଶିକ୍ଷାନୁଷ୍ଠାନ ସ୍କୁଲ, କଲେଜ୍ ର ବଡ଼…

ହିତାଧିକାରୀ ଠାରୁ ଆବାସଗୃହ ଟଙ୍କା ହଡପ ଘଟଣାର ଦୁଇ ମାସ ପରେ ସରପଞ୍ଚ ଓ ତାଙ୍କ ସ୍ବାମୀ ଗିରଫ,

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ବସ୍ତିଗୁଡା ପଞ୍ଚାୟତ ହିତାଧିକାରୀଙ୍କ ଆବାସ ଟଙ୍କା ହଡପ ଅଭିଯୋଗରେ ଆର, ଉଦୟଗିରି ବ୍ଳକ ବସ୍ତିଗୁଡା ପଞ୍ଚାୟତ ସରପଞ୍ଚ ଓ ସ୍ବାମୀଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ସରପଞ୍ଚ ରିତନୀ ମଣ୍ଡଳ ଓ ସ୍ବାମୀ ଉଭୟ ମଣ୍ଡଳଙ୍କ ଜାମିନ ନାମଞ୍ଜୁର ହେବାରୁ…

ଭୈମୀ ଏକାଦଶୀ ମେଳା ପରମ୍ପରା ବଜାୟ ରଖିବାକୁ ଦାବୀ

ନୟାଗଡ(ପ୍ରଭାକର ଶିରୋମଣି )୩୦ l ୧ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ନୀଳମାଧଵ ପୀଠ କଣ୍ଟିଲୋରେ ପ୍ରତିବର୍ଷ ଭଳି ଶ୍ରୀ ଜୀଉଙ୍କ ପାରମ୍ପରିକ ଭୈମୀ  ଏକାଦଶୀ ମେଳା ମାଘ ଶୁକ୍ଳ ଏକାଦଶୀ ଠାରୁ ଆଗାମୀ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ…

୧୫ ଯାଏ ବଢ଼ିଲା ରାସନ ଇ-କେୱାସି ଅବଧି

ଖୋର୍ଦ୍ଧା (ସଞ୍ଜୀବ କୁମାର):ରାସନ କାର୍ଡ ଇ-କେୱାସି ଅବଧିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଅବଧି ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଥିଲା । କିଛି ଲୋକ ଇ-କେୱାସି କରିନଥିବାରୁ ଏହି ଅବଧି ବୃଦ୍ଧି କରିବାକୁ ଦାବି…

ଲିୟବ ସରକାରୀ ସେବାଶ୍ରମ ବିଦ୍ୟାଳୟରେ ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ

ଆର,ଊଦୟଗିରି(ମନୋଜ କୁମାର ପାଢୀ)-: ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର ତଥା ସମସ୍ତ ପ୍ରକାର ସୁଷମା ବିମଣ୍ଡିତ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ସେବାଶ୍ରମ ବିଦ୍ୟାଳୟ ଲିୟବ ( ଓଡିଶା ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ) ଠାରେ ଗତ ୨୯ ତାରିଖ ବୁଧବାର ଦିନ…
error: Content is protected !!