ବନାଗ୍ନି ରୋକିବାକୁ ବନ ବିଭାଗ ର ଅଭିନଵ ପ୍ରୟାସ : ପଥ ପ୍ରାନ୍ତ ନାଟକ ମାଧ୍ୟମ ରେ ଗାଁ ଗାଁ ରେ ଜନ ସଚେତନ

ବାଲିଗୁଡା (ସୁକାନ୍ତ କୁମାର ତ୍ରିପାଠୀ) ବାନାଗ୍ନୀ ନିରାକରଣ ପାଇଁ  ବନ ବିଭାଗ ର ଅଭିନଵ ପ୍ରୟାସ l  ବନଗ୍ନୀ ରୋକିବାକୁ ଖରାଦିନ ପୂର୍ଵରୁ ଆଗୁଆ ପଦକ୍ଷେପ ନେଉଛି ବନବିଭାଗ l  ବାଲିଗୁଡା ବନଖଣ୍ଡ ର ଡ଼ି. ଏଫ. ଓ ବିଶ୍ୱରାଜ ପଣ୍ଡା ଙ୍କ ନିର୍ଦ୍ଦେଶକ୍ରମେ କୋଟଗଡ ବନାଞ୍ଚଳ ଅଧିକାରୀ ବାଳଗୋପାଳ…

ସ୍ନାନ କରିବା ବେଳେ ପାଣିରେ ବୁଡି ହାଇସ୍କୁଲ କିରାଣୀଙ୍କ ମୃତ୍ୟୁ

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଭୋଇ ସାହି ର ଶିବ ପ୍ରସାଦ ଭୋଇ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ଶିବ ଟିକାବାଲି ବ୍ଲକ୍ ଅଧିନସ୍ଥ ବୁର୍ବୀନାଜୁ ଗ୍ରାମ ପଞ୍ଚାୟତ ରିସୁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ରେ କିରାଣୀ…

ଯାତ୍ରୀ ବିଶ୍ରାମାଗାର ଓ ଭାଗବତ ମଣ୍ଡପ ଶୁଭ ଉଦଘାଟନ

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ନୂତନ ଯାତ୍ରୀ ବିଶ୍ରାମାଗାର ଓ ଭାଗବତ ମଣ୍ଡପର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ମୁଖ୍ୟ…

ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ର ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକରେ ଗୁରୁବାର ନୂତନ ବିଡ଼ିଓ ଶୁଭ୍ରାଞ୍ଜଳି ପ୍ରଧାନଙ୍କ ତତ୍ୱାବଧାନରେ ବାଲିଗୁଡା ପି,ଏ ଆଇ,ଟି,ଡ଼ି,ଏ ଗଦାଧର ପାତ୍ରଙ୍କ ଉପସ୍ଥିତରେ ୧୪ ଟି ପଞ୍ଚାୟତର ବିଭିନ୍ନ ବିଭାଗ ଅଧିକାରୀ,…

ନୂତନ ବିଡ଼ିଓଙ୍କୁ ଭେଟିଲେ ବ୍ଲକ ବିଜେଡ଼ି କର୍ମକର୍ତ୍ତା

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକରେ ନୂତନ ଭାବେ ଗୁଣୁପୁରରୁ ବଦଳି ହୋଇ ଆସି ବିଡ଼ିଓ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶୁଭ୍ରାଞ୍ଜଳି ପ୍ରଧାନ ଙ୍କୁ ଗୁରୁବାର କ.ନୂଆଗାଁ ବ୍ଲକ ଅଧକ୍ଷା ସୁଲୋଚନା ଦଳବେହେରା ଓ ଜିଲ୍ଲାପରିଷଦ…

୧୩୬ ବିଏସଏଫ ବାଟାଲିୟନ ଡାକା ପକ୍ଷରୁ ଜନ ହିତକାରୀ କାର୍ଯ୍ୟକ୍ରମ

ବାଲିଗୁଡ଼ା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତର ଡାକା ଠାରେ ଅବସ୍ଥିତ ୧୩୬ ବିଏସ୍ଏଫ୍ ବାଟାଲିୟନ କ୍ୟାମ୍ପରେ ଏକ ଜନ ହିତକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବା ଉଦ୍ଦେଶ୍ୟ ହେଉଛି ସାଧାରଣ ଜନତାଙ୍କ…

ପିକପ୍ ଭେନ ସହ ବାଇକ ଦୁର୍ଘଟଣା ଜଣେ ମୃତ ଜଣେ ଗୁରୁତର ।

ଆର.ଉଦୟଗିରା (ମନୋଜ କୁମାର ପାଢ଼ୀ) -: ଆଜି ଅପରାହ୍ନ 4ଟା ସମୟରେ ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ଠାରୁ କାଳିଆ ମାହାଙ୍କୁଡ ବୟସ 26 ବର୍ଷ ପିତା ଶ୍ୟାମ ସୁନ୍ଦର ମାହାଙ୍କୁଡ ଏବଂ ମାର୍କଣ୍ଡ ପାଇକ ବୟସ 60 ବର୍ଷ ପିତା ବରଜ ପାଇକ ଦୁହେଁ ନିଜର କାମ ସାରି ବାଇକ ଯୋଗେ ଯାହାର ଗାଡି ନଂ…

ବୁଗୁଡ଼ା ଥାନା ଏସ୍ଆଇଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ବୁଗୁଡ଼ା, (ସୋରେନ କୁମାର ପ୍ରଧାନ):- ଗୋମାତା ସେବା ସଂସ୍ଥା ଦ୍ଵାରା ବୁଗୁଡ଼ା ଥାନା ଏସ୍ଆଇ ସମୀର ସେଠୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ଏସ୍ଆଇ ସମୀର ସେଠୀ ସମ୍ମାନିତ ଅତିଥି ଭାବେ ଗୋମାତା ସେବା ସଂସ୍ଥାର…

ସରକାରୀ SSD ବାଳକ ବାଳିକା ବିଦ୍ୟାଳୟ ନେହୁରପାଙ୍ଗା ଠାରେ ବାର୍ଷିକ ମହୋତ୍ସବ ପାଳିତ

ଚନ୍ଦ୍ରପୁର, (କୈଳାସ ମାଳ ବିଷୋୟୀ) -: ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ବୁଡୁବାଲି ପଞ୍ଚାୟତ SSD ସରକାରୀ ବିଦ୍ୟାଳୟ ନେହୁରପାଙ୍ଗା ପ୍ରଧାନ ଶିକ୍ଷକ ଶ୍ରୀ ରାଜୁ ପାଲ ଙ୍କ ନେତୃତ୍ୱ ରେ ଆଜି ନେହୁରପାଙ୍ଗ। ଠାରେ ବାର୍ଷିକ ମହୋତ୍ସବ ପାଳିତ ହୋଇଛି । ସଭାପତି ଭାବେ ପୂର୍ବତନ DW ଅକ୍ଷୟ…

ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଆର. ଉଦୟଗିରି, (ମନୋଜ କୁମାର ପାଢ଼ୀ): ବୁଧବାର ଦିନ ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ଛେଳିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ…
error: Content is protected !!