ବାଲିଗୁଡା ଉପଖଣ୍ଡ ନିମନ୍ତେ ନୂତନ ନୋଟରୀ ନିଯୁକ୍ତି

ବାଲିଗୁଡା,୧୨.୦୩.୨୦୨୫: ଓଡିଶାର ସର୍ବ ବୃହତ୍ତମ ଉପଖଣ୍ଡ ନିମନ୍ତେ ବାଲିଗୁଡା ଠାରେ ଭାରତ ସରକାରଙ୍କ ନ୍ୟାୟ ଓ ବିଧି ମନ୍ତ୍ରଣାଳୟ ପକ୍ଷରୁ ଉପଖଣ୍ଡ ନିମନ୍ତେ ଆଇନଜୀବୀ କ୍ଷମା ସାଗର ପ୍ରଧାନଙ୍କୁ ନୂତନ ନୋଟାରୀ ପବ୍ଲିକ ଭାବେ ମନୋନୀତ କରିଛନ୍ତି। ବାଲିଗୁଡା ଉପଖଣ୍ଡର ବାଲିଗୁଡା ,କୋଟଗଡ…

ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଉପର ମୁହାଁ ହୋଇଛି ପାରଦ , ସତର୍କ ସୂଚନା ଜାରି କଲା ପାଣିପାଗ

ଖୋର୍ଦ୍ଧା ଜିଲ୍ଲା,(ସଞ୍ଜୀବ କୁମାର):- ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଉପର ମୁହାଁ ହୋଇଛି ପାରଦ । ମାର୍ଚ୍ଚ ମାସ ଯେତିକି ବଢ଼ୁଛି, ରାଜ୍ୟରେ ଖରାର ପ୍ରକୋପ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାତି ଛୁଇଁଛି ୩୯ ଡିଗ୍ରୀ । ଝାରସୁଗୁଡାରେ ମାର୍ଚ୍ଚ ୪…

ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ବାଲିଗୁଡା, ୧୨.୦୩.୨୦୨୫ :କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତ ପୁନିନାଟ ଗ୍ରାମ ନିବାସୀ ଲିଲୁ ଦିଗାଲ (୩୦) ବାଇକ ଦୁର୍ଘଟଣାରେ ବୁଧବାର ସକାଳେ ମୃତ୍ୟୁ ବରଣ କରିଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ପୁନିନାଟ ନିକଟରେ ରାସ୍ତା କାମ ଚାଲିଥିବାବେଳେ କୌଣସି…

ସ୍ପନ୍ଦନ ଫାଉଣ୍ଡେସନ ତରଫରୁ ମହିଳା ମାନଙ୍କୁ ସମ୍ମାନ ପ୍ରଦାନ

ବ୍ରହ୍ମପୁର,(ବିଚିତ୍ର ସାହୁ):- ବିଶ୍ଵ ମହିଳା ଦିବସ ଅବସରରେ ସ୍ପନ୍ଦନ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ମାଇଁ ସ୍କୁଲ ଇଟାଲୀ ପରିସରରେ ବ୍ରହ୍ମପୁରର ସମସ୍ତ ଜଣାଶୁଣା ମହିଳା ସମାଜସେବୀ ମାନଙ୍କୁ ନେଇ ଏକ ଆଲୋଚନା ସଭା ସହ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଅତିଥି…

ବିଭିନ୍ନ ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ: ଗଞ୍ଜେଇ ଚାଷର ସଂପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ନିର୍ଦେଶ

ବାଲିଗୁଡା, ୧୨.୦୩.୨୦୨୫ :କନ୍ଧମାଳ ଜିଲ୍ଲା ପୋଲିସ ୪ ଟି ଥାନା ଅଞ୍ଚଳରେ ଚଢ଼ାଉ କରି ୮ହଜାର ୨୮୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବାରେ ପୋଲିସ ସକ୍ଷମ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଥିବା ବେଳେ ସେହି…

ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ପାଳନ ଏବଂ ସଶକ୍ତିକରଣ ପଦକ୍ଷେପ ସହିତ ସ୍ୱତନ୍ତ୍ର ସେବା ପକ୍ଷ ଶେଷ କରିଛି ESIC

 ଭୁବନେଶ୍ୱର,(ପି.ଆଇ,ବି):- କର୍ମଚାରୀ ରାଜ୍ୟ ବୀମା ନିଗମ (ESIC) ମୁଖ୍ୟାଳୟରେ ମାର୍ଚ ୧୦ ୨୦୨୫ରେ ପାଳନ ହୋଇଥିଲା  ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୫ । ESIC ମୁଖ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ, ମହିଳା କର୍ମଚାରୀ ଏବଂ ହିତାଧିକାରୀଙ୍କ ଅଧିକାର, ସ୍ୱୀକୃତି ଏବଂ କଲ୍ୟାଣକୁ ଆଗକୁ…

ସିଆଇଏସ୍ଏଫ୍ ଗ୍ରେଟ୍ ଇଣ୍ଡିଆନ୍ କୋଷ୍ଟାଲ୍ ସାଇକ୍ଲୋଥନକୁ ସ୍ବାଗତ କଲା ପାରାଦୀପ

 ଭୁବନେଶ୍ୱର,(ପି.ଆଇ.ବି):- ସିଆଇଏସ୍ଏଫ୍ ଗ୍ରେଟ୍ ଇଣ୍ଡିଆନ୍ କୋଷ୍ଟାଲ୍ ସାଇକ୍ଲୋଥନ୍ ଭାରତର ସମୁଦ୍ର କୂଳରେ ନିଜର ୬,୫୫୩ କିଲୋମିଟର ଯାତ୍ରାର ଏକ ଅଂଶ ସ୍ବରୂପ ୨୦୨୫ ମାର୍ଚ୍ଚ ୧୦ ତାରିଖରେ ଓଡ଼ିଶାର କୈଥକୋଲାରେ ପହଞ୍ଚିଥିଲା। ପ୍ରଥମେ ପଶ୍ଚିମବଙ୍ଗର ବଖାଲି ବେଳାଭୂମିରୁ ଆରମ୍ଭ ହୋଇଥିବା ଏହି…

ବରଗଡ଼- ନୂଆପଡ଼ା ରୋଡ୍ ରେଳ ଲାଇନ ଭାୟା ପଦମପୁର ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି

ଭୁବନେଶ୍ୱର,(ପି.ଆଇ.ବି):- ବରଗଡ଼ ରୋଡ୍-ନୂଆପଡ଼ା ରୋଡ୍ ନୂତନ ରେଳପଥ ଭାୟା ପଦମପୁରପ୍ରସ୍ତାବିତ ରେଳପଥର ନିର୍ମାଣ କାର୍ଯ୍ୟ ପାଇଁ ପ୍ରସ୍ତୁତିରେ ପୂର୍ବତଟ ରେଳପଥ ଦ୍ରୁତଅଗ୍ରଗତି କରୁଛି | ଏହା ଏକ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଯାହାରଲକ୍ଷ୍ୟ ହେଉଛି ଆଞ୍ଚଳିକ ସଂଯୋଗୀକରଣକୁ …

ଇସି ସଦସ୍ୟଙ୍କ ଦାବିପତ୍ର ପ୍ରଦାନ

କୁକୁଡାଖଣ୍ଡି,(ଇ, ରଞ୍ଜନ):- କୁକୁଡାଖଣ୍ଡି ବ୍ଲକ ରେ ଓଡିଶା ଜିବିକା ମିଶନ ଅଧୀନରେ ଥିବା ଇସି ସଦସ୍ୟା ମାନେ ମୁଖମନ୍ତ୍ରୀ ଙ୍କ ଉଧେଶ୍ୟ ରେ କୁକୁଡାଖଣ୍ଡି ବିଡ଼ିଓ, ସିଡିପିଓ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ରୟୀ ସ୍କିମ ଏନ ଆର ଏଲ ଏମ ଅନ୍ତର୍ଗତ ଓଡ଼ିଶା ଜୀବିକା ମିଶନ ଓ ମିଶନ…

ଶୁଦ୍ଧ ଶବର ଜାତି କୁ ଆଦିବାସୀ ମାନ୍ୟତା ଦାବୀ ରେ ମୋହନା ତହସିଲ ଅଫିସ ଘେରାଉ..

ଆର,ଉଦୟଗିରି(ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ତହସିଲ ଅଫିସ କୁ ଆଜି ଗଞ୍ଜାମ, ଗଜପତି ଓ ନୟାଗଡ ଜିଲ୍ଲାର ଶୁଦ୍ଧ ଶବର ସମାଜ ର ହଜାର ହଜାର ପୁରୁଷ ଓ ମହିଳା ସ୍ଥାନୀୟ ଶିବ ମନ୍ଦିର ଠାରୁ ମୋହନା ସହର ମଧ୍ୟରେ ବିଭିନ୍ନ ସ୍ଲୋଗାନ ଦେଇ ତହସିଲ ଅଫିସ ରେ ପହଞ୍ଚି ତହସିଲ ଅଫିସ…
error: Content is protected !!