ଚନ୍ଦ୍ରପୁର ବ୍ଲକ ବିଭିନ୍ନ ପଞ୍ଚାୟତ ଠାରେ ହୋଲି ମହୋତ୍ସବ ପାଳିତ

ଚନ୍ଦ୍ରପୁର, (କୈଳାସ ମାଳବିଶୋଇ):- ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଭାଇ ଚାରା ପର୍ବ ହୋଲି ମହାଡମ୍ବର ସହକାରେ ପାଳିତ ହୋଇଛି । ଚନ୍ଦ୍ରପୁର ବିଭିନ୍ନ ଦୋକାନୀ ଙ୍କ ଠାରୁ ଲୋକ ହୋଲି କିଣିବା ନିମନ୍ତେ ଜନ ଗହଳି ହୋଇଛି । ଏହି ହୋଲି ପର୍ବରେ ରାଗ ରୁଷା ଅଭିମାନକୁ…

ଦୁର୍ଗମ ଜଙ୍ଗଲ ଘାଟି ପାହାଡ଼ ଚଢିଲେ ରାଇକିଆ ବିଡ଼ିଓ : ପ୍ରାଥମିକ ସୁବିଧା ସୁଯୋଗ ନିଶ୍ଚୟ ପ୍ରଦାନ କରାଯିବ

ବାଲିଗୁଡା, ୧୫.୦୩.୨୦୨୫  କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ଦୁର୍ଗମ ଜଙ୍ଗଲ ମଧ୍ୟରେ ଘାଟି ପାହାଡ଼ ଚଢି ଯିବାକୁ ପଡେ ଡାଙ୍ଗିସି ଗ୍ରାମକୁ। ଜଙ୍ଗଲ ଓ ପାହାଡ ଘେରା ମଧ୍ୟରେ ଥିବା କନ୍ଧମାଳ-ଗଞ୍ଜାମ ସୀମାନ୍ତର ଏହି ଗ୍ରାମରେ ସରକାରଙ୍କ ଯୋଜନା ସଠିକ ଭାବେ ପହଞ୍ଚି…

ରଙ୍ଗର ପର୍ବର ହୋଲି: ଗାଁଠୁ ସହର ସବୁଠି ଆନନ୍ଦ ଉଲ୍ଲାସ

ବାଲିଗୁଡା, ୧୫.୦୩.୨୦୨୫ରଙ୍ଗର ପର୍ବ ହୋଲି ପାଇଁ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି । ରଙ୍ଗର ପର୍ବ ହୋଲିରେ ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ ଅଛନ୍ତି ଲୋକେ।…

ଶିକାର କରିବାକୁ ଯାଇଥିଲେ ନିଜ ବନ୍ଧୁକରେ ଗଲା ଜୀବନ

ଆର.ଉଦୟଗିରି, (ମନୋଜ କୁମାର ପାଢୀ):- ନିଜ ବନ୍ଧୁକରୁ ଗୋଳି ଫୁଟି ଶିକାରୀଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୋହନା ଥାନା ଅନ୍ତର୍ଗତ କୁଙ୍କୁଣୀ ପଦାସାହି ଗାଁ ନିକଟରେ। ମୃତକ ଜଣକ ରାୟଗଡ଼ ଥାନା ସିନ୍ଧିବା ଗାଁର ହରିଶ୍ଚନ୍ଦ୍ର ଭୂୟାଁ। ଗତଦୁଇ ମାସ ହେବ…

ପୁରୁଷୋତ୍ତମପୁର ଥାନା ଅଧକାରୀ ଓ ଏସ୍ଡ଼ିପିଓଙ୍କ ଦ୍ୱାରା ସହରର ବରିଷ୍ଠ ନାଗରିକଙ୍କୁ ନେଇ ନିଆରା ହୋଲି ଉତ୍ସବ ପାଳନ ।

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାଶ) : ପୁରୁଷୋତ୍ତମପୁର, ଗଂଜାମ ଜ଼ିଲ୍ଲା ପୁରୁଷୋତ୍ତମପୁର ଥାନାରେ ସହରର ବରିଷ୍ଟ ନାଗରିକ,ରାଜନେତା, ସମାଜ ସେବି ଏବଂ ସାମ୍ବାଦିକ ମାନଙ୍କୁ ନେଇ ଏକ ନିଆରା ହୋଲି ଉତ୍ସବ ଥାନା ଆଇ ଆଇ ସି ଶ୍ରୀ ରାଜେଶ କୁମାର ନାୟକଙ୍କର ସଂଯୋଜନାରେ ପାଳନ…

ରଙ୍ଗର ପର୍ବ ହୋଲି

ଆନନ୍ଦ,ଉଲ୍ଲାସ ଓ ରଙ୍ଗର ପର୍ବ ହୋଲି ଅବସରରେ ଆପଣଙ୍କୁ ଓ ଆପଣଙ୍କ ପ୍ରିୟଜନମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଭଗବାନଙ୍କ ଅପାର କୃପା ରୁ ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ l

ନାରାୟଣ ସେବା କେନ୍ଦ୍ର ପକ୍ଷରୁ ପାନୀୟ ଜଳ ବଣ୍ଟନର ଶୁଭାରମ୍ଭ

ବାଲିଗୁଡା, ୧୪.୦୩.୨୦୨୫ :ସମଗ୍ର ରାଜ୍ୟରେ ଏବେ ଠାରୁ ହିଁ ପ୍ରବଳ ଖରା ସାଙ୍ଗକୁ ଗରମ ବୃଦ୍ଧି ପାଇବାରେ ଲାଗିଛି l ଏହା କନ୍ଧମାଳ ଜିଲ୍ଲାର ସମଗ୍ର ଅଞ୍ଚଳରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ଯାତାୟାତ ପଥିକ ମାନଙ୍କ ପାଇଁ ନାରାୟଣ…

ଐତିହାସିକ କୋଣାର୍କ ସୂ୍ର୍ଯ୍ୟ ମନ୍ଦିରରୁ ଯାତ୍ରାରମ୍ଭ କରି ପୁରୀରେ ପହଞ୍ଚିଲା ସିଆଇଏସଏଫ୍ ଗ୍ରେଟ୍ ଇଣ୍ଡିଆନ କୋଷ୍ଟାଲ…

ଭୁବନେଶ୍ୱର,(ପି.ଆଇ.ବି):- ସିଆଇଏସଏଫ ଗ୍ରେଟ୍ ଇଣ୍ଡିଆନ କୋଷ୍ଟାଲ ସାଇକ୍ଲୋଥନ ପାରାଦୀପଠାରୁ ୧୨୦ କିଲୋମିଟର ଯାତ୍ରା କରି ମାର୍ଚ୍ଚ ୧୩, ୨୦୨୫ରେ କୋଣାର୍କରେ ପହଞ୍ଚିଥିଲା । ଉପକୂଳ ସୁରକ୍ଷା, ପରିବେଶ ସଂରକ୍ଷଣ ଏବଂ ଗୋଷ୍ଠୀ ନିୟୋଜନ ପାଇଁ ନିଜର ମିଳିତ ଅଙ୍ଗୀକାରକୁ ଦୋହରାଇ ସ୍ଥାନୀୟ ଲୋକେ …

ପୁରୁଷୋତ୍ତମପୁର ବ୍ଲକର ତାରାତାରିଣୀ ଛକ ତନଭି ପବ୍ଲିକ ସ୍କୁଲର ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):- ସ୍ଥାନୀୟ ତାରାତାରିଣୀ ଛକ ତନଭି ପବ୍ଲିକ ସ୍କୁଲର ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠାନ ର ଅଧକ୍ଷ ଶ୍ରୀ କାମ ରାଜୁ ସାବତ,ଅନୁଷ୍ଠାନ ର ସଭାପତି ଶ୍ରୀ ଅନନ୍ତ ସାବତ, ଙ୍କ ମିଳିତ ସଂଯୋଜନା ରେ ବହୁ ଧୂମଧାମରେ ପାଳିତ ହୋଇଯାଇଛି | ଏହି ବାର୍ଷିକ ଉତ୍ସବରେ…
error: Content is protected !!