ମା ତାରା ତାରିଣୀ ଙ୍କ ପ୍ରଥମ ଚୈତ୍ର ପାଳି ମଙ୍ଗଳ ବାର ଯାତ୍ରା, (ପ୍ରଥମ ଓ ଦ୍ୱିତୀୟ ସନ୍ତାନଙ୍କ ଚୁଟି ମୁଣ୍ଡନ ପାଇଁ…
ପ୍ରସନ୍ନ କୁମାର ଦାଶ :- ଆଜି ହେଉଛି ମା ତାରାତାରିଣୀ ଙ୍କ ଚୈତ୍ରମାସ ପ୍ରଥମ ପାଳି ମଙ୍ଗଳ ବାର ଯାତ୍ରା ଆରମ୍ଭ । ଏଥି ପାଇଁ ସମସ୍ତ ପ୍ରସ୍ତୁତି ଆଗରୁ ସରିଛି । ଫୁଲରେ ସଜେଇ ହୋଇଛି ମନ୍ଦିର ଓ ଚତୁର୍ପାଶ୍ୱ । ବଡ଼ ସୁନ୍ଦର ଦେଖାଯାଉଛି ସେହି ରତ୍ନ ଗିରି ପୀଠର ସୌନ୍ଦର୍ଯ୍ୟ । ଆସୁଥିବା!-->!-->!-->…