ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କର୍ଯ୍ୟକ୍ରମର ଉଦ୍ଘାଟନ ସହ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ):- କନକ। ସି ଆର ସି ସି ଶ୍ରୀ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ମୁଖ୍ୟ ଅତିଥି ତଥା ଏନ ଏ ସି ଅଧ୍ୟକ୍ଷ,ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା, ପୁରୁଷୋତ୍ତମପୁର ବ୍ଲକ ବିଡ଼ିଓ ଶରତ କୁମାର ପତ୍ର, ଏନଏସି କାର୍ଯ୍ୟକ୍ରମ ନିର୍ବାହୀ ଅଧିକାରୀ ତଥା ତହସିଲଦାର ଶ୍ରୀ ଗୋବିନ୍ଦଦନସେନା, ବ୍ଳକ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀ କିଶୋର ଚନ୍ଦ୍ର ବେହେରା, ନରସିଂହ ଦାଶ ହାଈ ସ୍କୁଲ ରପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ପୂର୍ଣ୍ଣିମା ସର୍ଦ୍ଦାର,ସହକାରୀ ଶିକ୍ଷକ ଶ୍ରୀ ଯୁଧିଷ୍ଟିର ସାହୁ, ସମନ୍ୱିତ ଶିଶୁ ବିକାଶ ସୁପର ଭାଇଜର ମମତା ମହାନ୍ତି, ଏ ବି ଇ ଓ ଶ୍ରୀ ରଜ କିଶୋର ସାହୁଙ୍କ ସହ ସି ଆର ସି ସି ମାନେ ଉପସ୍ଥିତ ଥିଲେ ।

ସେପ୍ଟେମ୍ୱର ଏକ 2025 ସୁଦ୍ଧା ପାଞ୍ଚ ବର୍ଷରୁ ଛ ବର୍ଷର ପିଲା ଶିଶୁ ବାଟିକା ଓ ଛ ବର୍ଷରୁ ଅଧିକ ବୟସର ପିଲା ପ୍ରଥମ ଶ୍ରେଣୀରେ ନାମ ଲେଖିବା ସରକାରଙ୍କ ତରଫରୁ ମାଗଣାରେ ଶିଶୁ ବାଟିକା କିଟ୍ 7 ଜଣ ଶିଶୁ ବାଟିକା ପିଲାଙ୍କୁ ବଣ୍ଟନ କରାଗଲା |