ଆର,ଉଦୟଗିରି ରୁ ଆହ୍ଲାବାଦ ଅଭିମୁଖେ ଯାଉଥିବା ଭେନ୍ ଟି ମାର୍ଲବା ଘାଟିରେ ଦୁର୍ଘଟଣା, ଅଳ୍ପକେ ବର୍ତିଲେ ଡ୍ରାଇଭର

ଆର,ଉଦୟଗିରି,(ମନୋଜ କୁମାର ପାଢୀ):-

ଗଜପତି ଜିଲ୍ଲା ରାୟଗଡ ବ୍ଲକ ମାର୍ଲବା ଘାଟିରେ ଆଜି ସକାଳ ସମୟରେ ଏକ ମାଲବାହୀ ଟ୍ରକ ନମ୍ବର ୟୁପି୮୪ଏ ଟି୪୭୯୬ ଆର ଉଦୟଗିରି ଠାରୁ ଆଲ୍ଲାହବାଦ ଅଭିମୁଖେ ଯାଉଥିବା ସମୟରେ ମାର୍ଲ୍ଲବା ଘାଟିର ଏକ ବୁଲାଣି ରାସ୍ତାରେ କୌଣସି କାରଣବସତ ଓଲଟି ପଡିଥିଲା ଫଳରେ ଟ୍ରକଟି ଓଲଟି ପଡିଥିଲା ଅଳ୍ପକେ ବର୍ତିଲେ ଡ୍ରାଇଭର ସୁଭମ ଶ୍ରୀବାସ୍ତାଵ।ଏହି ଘାଟିରେ ପ୍ରତ୍ୟେକ ଦିନ କିଛିନା କିଛି ଦୁର୍ଘଟଣା ଘଟୁଥିବା ଅଞ୍ଚଳବାସୀ କହିଛନ୍ତି ।

You might also like
error: Content is protected !!