ତାରାତାରିଣୀ, ମହାବିଦ୍ୟାଳୟରେ ସ୍ବେଚ୍ଛାକୃତରକ୍ତଦାନ,ଶିବିର
ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ):-ତାରାତାରିଣୀ,ମହାବିଦ୍ୟାଳୟରେ,ସ୍ବେଚ୍ଛାକୃତ,ରକ୍ତଦାନ.ଶିବିର ଓଡ଼ିଆ ପକ୍ଷ ପାଳନ ଅବସରରେ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ର ମିଳିତ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏମ କେ ସି ଜି . ର ରକ୍ତ ଭଣ୍ଡାର ଟିମ୍!-->…