RI, #ଅମିନ ପରୀକ୍ଷା: #ସମସ୍ତେ ପ୍ରିଲିମ୍_ପାସ୍

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):-
-RI, ICDS ସୁପରଭାଇଜର, ARI, ଅମିନ ପରୀକ୍ଷା; ସମସ୍ତେ ପ୍ରିଲିମ୍ ପାସ୍
-ଏନେଇ OSSSC ପକ୍ଷରୁ ଜାରି ହେଲା ସୂଚନା
-୨୦୨୪ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ହୋଇଥିଲା ପ୍ରିଲିମ୍
-ପ୍ରିଲିମନାରୀ ପରୀକ୍ଷା ଦେଇଥିବା ସମସ୍ତେ ଦେଇପାରିବେ ମେନ୍ ପରୀକ୍ଷା
-କେବଳ ପ୍ରିଲିମ୍ରେ କପି କରି ଧରାପଡ଼ିଥିବା ୯ ଜଣ ମେନ୍ ଦେଇପାରିବେନି
-କେବେ ମୁଖ୍ୟ ପରୀକ୍ଷା ହେବ ତାହା ପରେ ସୂଚନା ଦିଆଯିବ- OSSSC