୪ଦିନ ପ୍ରଚଣ୍ଡ_ଖରା

୪ଦିନ ପ୍ରଚଣ୍ଡ_ଖରା

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):-

ଆଜି ୪୭ ଡିଗ୍ରୀ ଛୁଇଁଲା ତାତି !
ରାଜ୍ୟକୁ ଫେରିଛି ତାତି । ଆସନ୍ତା ୪ ଦିନ ତାତିରୁ ତ୍ରାହି ନାହିଁ। ଆହୁରି ଜାଳିବ, ଛଟପଟ କରିବ ହିଟୱେଭ୍ । ତତଲା କଡ଼େଇରେ ଭାଜି ହେଉଛି ସାରା ପଶ୍ଚିମ ଓଡ଼ିଶା । ଆଜି ପଶ୍ଚିମରେ ପାରା ୪୭ ଡିଗ୍ରୀ ଛୁଇଁପାରେ।

You might also like
error: Content is protected !!