ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ
ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର)
ଏଥର ପାସ ହାର ୯୪. ୯୩ ପ୍ରତିଶତ
ଏଥର ଛାତ୍ରୀଙ୍କ ପାସ ହାର ଅଧିକ
୧୮୧୨ ଜଣ ପାଇଛନ୍ତି A1 ଗ୍ରେଡ଼
À2 ଗ୍ରେଡ଼ରେ ପାସ କରିଛନ୍ତି 12200
3273 ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ
ରେଜଲ୍ଟ ଜନିତ ତ୍ରୁଟି ରହିଲେ ପରୀକ୍ଷାର୍ଥୀ ମାନେ କଣ୍ଟ୍ରୋଲ ରୁମକୁ ଯୋଗାଯୋଗ କରିବେ
ଖୁବଶୀଘ୍ର ହେବ ସାପଲିମେଣ୍ଟାରି ପରୀକ୍ଷା
୫ ରୁ ୧୬ ତାରିଖ ଭିତରେ ରିଚେକିଂ ରିଆଡିସନ ପାଇଁ ଆବେଦନ କରିହେବ
ବିଜ୍ଞାନ ପରୀକ୍ଷାରେ ହୋଇଥିବା ତ୍ରୁଟି ବାବଦରେ ସ୍ପଷ୍ଟ କଲାନାହିଁ ବୋର୍ଡ।
୪ ନମ୍ବର ଗ୍ରେସ ମାର୍କ ମିଳିବ ବାବଦରେ ସ୍ପଷ୍ଟ କଲାନାହିଁ ବୋର୍ଡ l
