ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରାର ନଗର ଭ୍ରମଣ ଆରମ୍ଭ: ଚତୁର୍ଥ ଦିନରେ ପଣସପଡି ର ମେଦ୍ରି ସାହି ପରିଭ୍ରମଣ: ଶତାଧିକ…

ବାଲିଗୁଡା, ୦୯/୦୫ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା 'ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଉଠିଛି l ଏହି ଯାତ୍ରା ମଇ ୬ ତାରିଖରୁ ଆରମ୍ଭ ହୋଇ ଆଜି…

ଜିଲ୍ଲା ବିଚାରପତିଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର,(ରାଜେନ୍ଦ୍ର ସାହୁ):-ନୂତନ ଜିଲ୍ଲା ଦୌରା ବିଚାରପତି ଭାଗ୍ୟଲକ୍ଷ୍ମୀ ରଥ ଦାୟିତ୍ଵ ଗ୍ରହଣ କରିଛନ୍ତି l ଏହି ଅବସରରେ ଗଞ୍ଜାମ ଓକିଲ ସଂଘ ତରଫରୁ ବାର ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ସଭାପତି ମୋନଜ ପଟ୍ଟନାୟକ,ଉପ ସଭାପତି ଟି କେ ରେଡ୍ଡୀ, ସଂପାଦକ ଭେଙ୍କଟ…

ଭ୍ୟାନରୁ ୧୦ ଗୋରୁ ଉଦ୍ଧାର, ଚାଳକ ଅଟକ ।

ଆର.ଉଦୟଗିରି,(ମନୋଜ କୁମାର ପାଢୀ)- ମୋହନା ହାଇସ୍କୁଲ ଛକ ନିକଟରୁ ଏକ ଭ୍ୟାନରେ ବେଆଇନ ଚାଲାଣ ହେଉଥିବା ୧୦ଟି ଗୋରୁଙ୍କୁ ଗ୍ରାମର ବଜରଙ୍ଗ ଦଳ ପକ୍ଷରୁ ଉଦ୍ଧାର କରାଯିବା ସହ ମୋହନା ଥାନାରେ ଜିମା ଦିଆଯାଇଛି । ସୁଚନା ପ୍ରକାରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମରୁ ମୋହନାକୁ…

ପାରିବାରିକ କଳହକୁ ନେଇ ନିଜ ବେକକୁ ନିଜେ କାଟିଲେ ମହିଳା ।

ଆର.ଉଦୟଗିରି, (ମନୋଜ କୁମାର ପାଢୀ):- ସ୍ୱାମୀ ସ୍ତ୍ରୀ ପାରିବାରିକ କଳହ କୁ ନେଇ ସ୍ତ୍ରୀ ର ଆତ୍ମହତ୍ୟା ଉଦ୍ୟମ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କଳାମେରି ଗାଁ ରେ। ସ୍ଵାମୀ ରିତେଶ ନାୟକ ଓ ବର୍ଷା ବିଶୋୟୀ ଙ୍କ ମଧ୍ୟରେ ଆଜି ଅପରାହ୍ନ…

ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ୫ ରାଜ୍ୟକୁ ହାଇଆଲର୍ଟ ଜାରି ଉତ୍ତର ଭାରତର ୫ ରାଜ୍ୟକୁ ହାଇଆଲର୍ଟ । ଜମ୍ମୁ କାଶ୍ମୀର, ପଞ୍ଜାବ , ରାଜସ୍ଥାନ , ଗୁଜରାଟ , ୟୁପିରେ ଆଲର୍ଟ । ଏପଟେ ଆରବ ସାଗରରେ ନୌସେନାର ଯୁଦ୍ଧାଭ୍ୟାସ । ବିଭିନ୍ନ ସ୍ଥାନରେ ସେନାର ଚାଲିଛି ଜୋରଦାର ଅପରେସନ୍‌ ।

ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ବେଗୁନିଆ ବ୍ଲକ କୁଞ୍ଜୁରୀ ପଂଚାୟତରେ ଅନୁଷ୍ଠିତ ହେବ ।

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ଆସନ୍ତା ମଙ୍ଗଳବାର 13/05/2025 ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ବେଗୁନିଆ ବ୍ଲକ କୁଞ୍ଜୁରୀ ପଂଚାୟତରେ ଅନୁଷ୍ଠିତ ହେବ । ଆପଣମାନେ ବ୍ୟକ୍ତିଗତ କିମ୍ବା ସାମୁହିକ ସମସ୍ୟା ଜିଲ୍ଲାପାଳଙ୍କୁ ସିଧାସଳଖ କହି ପାରିବେ ।

ପାରଳାଖେଣ୍ଡିରେ ଆନ୍ତର୍ଜାତିୟ ରେଡକ୍ରସ ଦିବସ ୨୦୨୫ ପାଳିତ ।

ଆର.ଉଦୟଗିରି,(ମନୋଜ ପାଢୀ):- ଆଜି ବିଶ୍ୱ ରେଡକ୍ରସ ଦିବସ ଉପଲକ୍ଷେ ଗଜପତି ଜିଲ୍ଲା ରେଡକ୍ରସ ତରଫରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଏହି ଦିବସ ଧୂମଧାମ ରେ ପାଳିତ ହୋଇଯାଇଛି। ଏହି ଦିବସ ରେ ରେଡ କ୍ରସ ର ପ୍ରଭାତ ରେ ସହର ପରିକ୍ରମା ରାଲି, ରକ୍ତଦାନ ଶିବିର, ଓ ରେଡକ୍ରସ ର ଆଜୀବନ ସଦସ୍ୟ…

ଚାଚେରୀ ବିଜେ ପାଇଁ ପ୍ରସ୍ତୁତି ବୈଠକ 

ନୟାଗଡ, (ପ୍ରଭାକର ଶିରୋମଣି):- ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତଚାଚେରୀ ବିଜେ ପାଇଁ ପ୍ରସ୍ତୁତି ବୈଠକ  କଣ୍ଟିଲୋ ନୀଳମାଧଵ ଜୀଉଙ୍କ ର ପାରମ୍ପରିକ ଚନ୍ଦନ ଉତ୍ସବ ଗତ ଅକ୍ଷୟ ତୃତୀୟା ତିଥି ଠାରୁ ଆରମ୍ଭr ହୋଇଛି ଓ ଏହି କାର୍ଯ୍ୟକ୍ରମ  ୨୧ ଚାପ…

ପାରଳାଖେମଣ୍ଡିରେ ବେଆଇନ ବାଣ ବିକ୍ରି ବିରୁଦ୍ଧରେ ଚଢ଼ଉ, 2 ବାଣ ଦୋକାନ ସିଲ୍ କଲା ପ୍ରଶାସନ ।

ଆର.ଉଦୟଗିରି,(ମନୋଜ ପାଢୀ): ଗଜପତି ଜିଲ୍ଲାରେ ବେଆଇନ ବାଣ କାରବାର ଅଭିଯୋଗରେ ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇଛି. ପାରଳାଖେମୁଣ୍ଡି କାଶୀନଗର ରାସ୍ତାରେ ଥୁବା ଦୁଇଟି ବାଣ ଦୋକାନକୁ ସିଲ୍ କରିଛି ପ୍ରଶାସନ। ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ଦୋକାନ ଗୁଡିକ ବର୍ଷ ତମାମ ଖୁଲମଖୁଲା ବିକ୍ରି…
error: Content is protected !!