ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି Uncategorized By News Nerve Posted On May 9, 2025 Share ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ୫ ରାଜ୍ୟକୁ ହାଇଆଲର୍ଟ ଜାରି ଉତ୍ତର ଭାରତର ୫ ରାଜ୍ୟକୁ ହାଇଆଲର୍ଟ । ଜମ୍ମୁ କାଶ୍ମୀର, ପଞ୍ଜାବ , ରାଜସ୍ଥାନ , ଗୁଜରାଟ , ୟୁପିରେ ଆଲର୍ଟ । ଏପଟେ ଆରବ ସାଗରରେ ନୌସେନାର ଯୁଦ୍ଧାଭ୍ୟାସ । ବିଭିନ୍ନ ସ୍ଥାନରେ ସେନାର ଚାଲିଛି ଜୋରଦାର ଅପରେସନ୍ । Share