ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ବେଗୁନିଆ ବ୍ଲକ କୁଞ୍ଜୁରୀ ପଂଚାୟତରେ ଅନୁଷ୍ଠିତ ହେବ ।

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ଆସନ୍ତା ମଙ୍ଗଳବାର 13/05/2025 ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ବେଗୁନିଆ ବ୍ଲକ କୁଞ୍ଜୁରୀ ପଂଚାୟତରେ ଅନୁଷ୍ଠିତ ହେବ । ଆପଣମାନେ ବ୍ୟକ୍ତିଗତ କିମ୍ବା ସାମୁହିକ ସମସ୍ୟା ଜିଲ୍ଲାପାଳଙ୍କୁ ସିଧାସଳଖ କହି ପାରିବେ ।
