ଜିଲ୍ଲା ବିଚାରପତିଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର,(ରାଜେନ୍ଦ୍ର ସାହୁ):-ନୂତନ ଜିଲ୍ଲା ଦୌରା ବିଚାରପତି ଭାଗ୍ୟଲକ୍ଷ୍ମୀ ରଥ ଦାୟିତ୍ଵ ଗ୍ରହଣ କରିଛନ୍ତି l ଏହି ଅବସରରେ ଗଞ୍ଜାମ ଓକିଲ ସଂଘ ତରଫରୁ ବାର ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ସଭାପତି ମୋନଜ ପଟ୍ଟନାୟକ,ଉପ ସଭାପତି ଟି କେ ରେଡ୍ଡୀ, ସଂପାଦକ ଭେଙ୍କଟ ରାଓ, ଯୁଗ୍ମ ସଂପାଦକ ଅସିତ୍ କୁମାର ସାବତ ପ୍ରମୁଖ ମଞ୍ଚାସିନ ଥିଲେ l ବହୁ ଆଇନଜୀବୀ ଏହି ଅବସରରେ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ l

Smart Computer Ad
You might also like
error: Content is protected !!