ଡ୍ରୋନ୍ ଆକ୍ରମଣକୁ ରୋକିବ ‘ଭାର୍ଗବାସ୍ତ୍ର’, ଗୋପାଳପୁରରେ ହେଲା ସଫଳ ପରୀକ୍ଷଣ

ବ୍ରହ୍ମପୁର,(ବିଚିତ୍ରସାହୁ):- ଓଡ଼ିଶାର ଗୋପାଳପୁରରେ ସ୍ୱଦେଶୀ ଡ୍ରୋନ୍ ପ୍ରତିରୋଧୀ ପ୍ରଣାଳୀ 'ଭାର୍ଗବାସ୍ତ୍ର'ର ସଫଳ ପରୀକ୍ଷଣ କରାଯାଇଛି । ଏହା ଏକକାଳୀନ ଅନେକ ଡ୍ରୋନକୁ ଆକ୍ରମଣ କରିବାକୁ ସକ୍ଷମ। ଭାର୍ଗବାସ୍ତ୍ରକୁ ସୋଲାର ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଲିମିଟେଡ୍ (SDAL) ଦ୍ୱାରା ଡିଜାଇନ୍…

ପାନୀୟଜଳ ଅଭାବରୁ ଜାତୀୟରାଜପଥ ଅବରୋଧ କଲେ ଗ୍ରାମବାସୀ

ଆର,ଉଦୟଗିରି(ମନୋଜ କୁମାର ପାଢୀ):- ସରକାର ପାନୀୟ ଜଳ ଯୋଗାଣ ପାଇଁ ଗ୍ରାମାଞ୍ଚଳ ମାନଙ୍କରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଆସୁଥିବା ବେଳେ ଗଜପତି ଜିଲ୍ଲା ଆର -ଉଦୟଗିରି ଠାରେ ମହିଳାମାନେ ପାନୀୟଜଳ ଅଭାବରୁ ଗାଡି ମଟର ଅବରୋଧ କରିଛନ୍ତି l ଯାହାଫଳରେ ବ୍ରହ୍ମପୁର ଠାରୁ ପାରଳାଖେମୁଣ୍ଡିକୁ…

ଗୋଲିଆ ଆଦର୍ଶ ବିଦ୍ୟାଳୟ ର ଦଶମ ଶ୍ରେଣୀର ଶୁଭଶ୍ରୀ, ଦ୍ବାଦଶର ସ୍ମିତାରାଣୀ ପ୍ରଥମ

ବୁଗୁଡା,(ସୋରେନ କୁମାର ପ୍ରଧାନ):- ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏ ପରିପ୍ରେକ୍ଷୀରେ ବୁଗୁଡ଼ା ବ୍ଲକର ଗୋଲିଆ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ୮୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ…

ପାଳ ଏକ୍ସ-ରେ କ୍ଲିନିକର ମାଲିକଙ୍କ ହୃଦଘାତରେ ପରଲୋକ

ବାଲିଗୁଡା,୧୪/୦୫:(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନ ମେଡିକାଲ ସମ୍ମୁଖ ଗଳି ପୂଜାରୀ ସାହି ରେ ଦୀର୍ଘ ୧୫ବର୍ଷ ରୁ ଉର୍ଦ୍ଧ ଦିନ ହେଲା ରହି ଆସୁଥିବା ପାଳ ଏକ୍ସ-ରେ କ୍ଲିନିକର ମାଲିକ ସଚିନ କୁମାର ପାଳ (୫୫) ବୁଧବାର ଅପରାହ୍ନ ସମୟରେ ହୃଦଘାତରେ ପରଲୋକ…

ଅଡ଼ବା ପୋଲିସକୁ ବଡ଼ ସଫଳତା, ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ୨ ମାଫିଆ ଗିରଫ

ଆର,ଉଦୟଗିରି,( ମନୋଜ ପାଢୀ):- ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ପଞ୍ଚାୟତ ଯୋଡ଼ାଆମ୍ବ ଗାଁ ନିକଟରୁ ଏକ ୧୦ ଚକିଆ ଟ୍ରକ ଯୋଗେ ପଞ୍ଜାବକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ଏନେଇ ଅଡବା ପୋଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଅଡବା ଥାନା ଅଧିକାରୀ ଶୁଭ୍ରାଂଶୁ କୁମାର…

ସାମ୍ବାଦିକଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ

ବ୍ରହ୍ମପୁର,(ରାଜେନ୍ଦ୍ର ସାହୁ):- ସୁସ୍ଥ, ସଶକ୍ତ ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି। ଦେବର୍ଷି ନାରଦ ଯେପରି ତିନିପୁରରେ ଖବରର ବାର୍ତ୍ତାବହ ଥିଲେ ଯାହା ସମାଜ ପାଇଁ ଏକ ସକରାତ୍ମକ ପ୍ରଭାବ ଆଣୁଥିଲା ତାହାକୁ ଏବେବି ଅନୁକରଣ କରାଯିବା ଉଚିତ। ଭାରତ ପ୍ରାଚୀନ କାଳରେ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଆର,ଉଦୟଗିରି(ମନୋଜ ପାଢୀ):- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁରା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ,ଆରକ୍ଷୀ…

ବଜ୍ରପାତରେ ଗାଈ ଓ ଛେଳିର ମୃତ୍ୟୁ

ବୁଗୁଡା,(ସୋରେନ କୁମାର ପ୍ରଧାନ):- ବୁଗୁଡା ବ୍ଲକର ମାଣିତରା ଗ୍ରାମରେ ଗତ ସୋମବାର ସନ୍ଧ୍ୟାରେ ବଜ୍ରପାତ ଘଟି ରମେଶ ଗୌଡ଼ଙ୍କ ଗୋଟିଏ ଗାଈ ଓ ଗୋଟିଏ ଛେଳି ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ପ୍ରକାଶ ଯେ, ରମେଶ ଗୌଡ଼ ନିଜର ଗାଈ ଓ ଛେଳି ଚରାଇବାକୁ ଯାଇଥିବା ବେଳେ ବଜ୍ରପାତ ସହ ବର୍ଷା…

ବିଚାରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା

ବ୍ରହ୍ମପୁର,(ରାଜେନ୍ଦ୍ର ସାହୁ):- ତିନି ବିଚାରପତି ଙ୍କୁ ଗଞ୍ଜାମ ଓକିଲ ସଙ୍ଘ ର ବିଦାୟୀ ସମ୍ଭର୍ଦ୍ଦନା ପ୍ରଦାନ କରାଯାଇଛି l ଗଞ୍ଜାମ ଓକିଲ ସଙ୍ଘ ର ଅସ୍ଥାୟୀ ସମ୍ମିଳନୀ କକ୍ଷ ରେ ତିନି ବିଚାରପତି ଙ୍କୁ ରାମ ଚରିତ୍ର ମାନସ ପୁସ୍ତକ ସହ ଉପଢୌକନ ଓ ପୁଷ୍ପଗୁଛ ଦେଇ ବିଦାୟୀ ସମ୍ଭର୍ଦ୍ଦନା ଦିଆ…

ବିପଦ ପୂର୍ଣ୍ଣ ଔଷତ୍ଥ ଗଛ ଯୋଗୁ ଆତଙ୍କିତ ସାହି ବାସିନ୍ଦା

 ନୟାଗଡ,(ପ୍ରଭାକର ଶିରୋମଣି):- ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ହାଟ ମୁଣ୍ଡ ପାଟଣା ମଧ୍ୟରେ ଥିବା ଏକ ବିରାଟ ଔଷତଥ ଗଛ ୧୦୦ ଗୋଟି ପରିବାର ଙ୍କ ଜୀବନ ପ୍ରତି ବିପଦ ସୃଷ୍ଟିର କାରଣ ହୋଇଛି ବୋଲି ଅଭିଯୋଗ ହୋଇ ଆସୁଛି l ସୂଚନା ଯୋଗ୍ୟ ଏହି ଅଭିଯୋଗ ଦୀର୍ଘ ଵର୍ଷ ହେଲା ନୟାଗଡ…
error: Content is protected !!