ମନ୍ଦିରରେ ପୂଜା କରୁଥିବାବେଳେ ଅତର୍କିତ ଆକ୍ରମଣ କଲା ବାଘୁଆ ମହୁମାଛି
ଆର,ଉଦୟଗିରି(ମନୋଜ କୁମାର ପାଢୀ):- ବାଘୁଆ ମହୁମାଛି ଆକ୍ରମଣରେ 7 ରୁ ଉର୍ଦ୍ଧ ଗୁରୁତର l ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ଠାରେ l ଆଜି ପବିତ୍ର ବୃଷ ସଂକ୍ରାନ୍ତି ସେହି ପରିପେକ୍ଷୀରେ ଗ୍ରାମର ଅନେକ ଶ୍ରଦ୍ଧାଳୁ ନିକଟସ୍ଥ ଶିବ ମନ୍ଦିରକୁ ଯାଇଥିଲେ l ତେବେ ପୂଜା କରୁ!-->…