୩ଘଣ୍ଟାପାଇଁକାଳବୈଶାଖୀବର୍ଷା_ୱାର୍ଣ୍ଣିଂ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

କାଳବୈଶାଖୀ ବର୍ଷା ପାଇଁ ୟେଲୋ ଆଲର୍ଟ
୧୧ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଆଲର୍ଟ
୧୧ ଜିଲ୍ଲା- ପୁରୀ, ଜଗତସିଂହପୁର, କଟକ
ଭୁବନେଶ୍ବର, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ
ଗଜପତି, ଗଞ୍ଜାମ, କୋରାପୁଟ ଓ ନୟାଗଡ଼କୁ ଆଲର୍ଟ

Smart Computer Ad
You might also like
error: Content is protected !!