ଖୋର୍ଦ୍ଧା(ସଞ୍ଜୀବ କୁମାର):-
*-SC/ST ବର୍ଗର ଚାକିରି ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ*
*-ମାସିକ ୧ ହଜାର ଟଙ୍କା ଷ୍ଟାଇପେଣ୍ଡ ସହ ଦିଆଯିବ ନିଯୁକ୍ତି ଭିତ୍ତିକ ତାଲିମ୍*
*-ଶ୍ରମ ମନ୍ତ୍ରାଳୟ ଅଧୀନ SC/ST ଜାତୀୟ କ୍ୟାରିଅର ସେବା କେନ୍ଦ୍ର ପକ୍ଷରୁ ସୁଯୋଗ*
*-ଅଫିସ ଅଟୋମେସନ , ଆକାଉଣ୍ଟିଂ ଓ ପବ୍ଲିଶିଂ ଆସିଷ୍ଟାଣ୍ଟ ତାଲିମ୍ ସୁଯୋଗ*
*-କମ୍ପ୍ୟୁଟର ଆପ୍ଲିକେସନ ସହ ଡେଭଲପମେଣ୍ଟ ଆସୋସିଏଟ୍ ପ୍ରୋଗ୍ରାମ ତାଲିମ୍*
*-ଜୁନ୍ ୧୬ ଆବେଦନର ଶେଷ ତାରିଖ, ୧୮ରୁ ୩୦ ବର୍ଷୀୟ କରିପାରିବେ ଆବେଦନ*
*-ଯେଉଁ ପରିବାରର ବାର୍ଷିକ ଆୟ ୩ ଲକ୍ଷରୁ କମ୍ ଲାଭ ପାଇପାରିବେ*
*-ଜୁଲାଇ ପହିଲାରୁ ଆରମ୍ଭ ହେବ ମାଗଣା ତାଲିମ୍.*
