ଜୁନ୍ରେଅଧିକବର୍ଷା: IMD ଡିଜି -ମୌସୁମୀ ବର୍ଷା ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା -ଜୁନ୍ ମାସରେ…
ଖୋର୍ଦ୍ଧା,(ସଞ୍ଜୀବ କୁମାର):-ପ୍ରାକ୍ ମୌସୁମୀ ବର୍ଷା ସ୍ବାଭାବିକଠୁ ଅଧିକ ରହିଛିମେ ମାସରେ ଦେଶରେ ସ୍ବାଭାବିକଠୁ ଅଧିକ ବର୍ଷା ହୋଇଛିଉତ୍ତରପୂର୍ବାଞ୍ଚଳ ରାଜ୍ୟକୁ ଛାଡ଼ି ଅନ୍ୟ ସ୍ଥାନରେ ଅଧିକ ବର୍ଷା ହୋଇଛିକେରଳକୁ ୮ ଦିନ ଆଗୁଆ ମୌସୁମୀ ପ୍ରବେଶ କରିଛିଦକ୍ଷିଣ ଭାରତ ଓ ମହାରାଷ୍ଟ୍ରରେ ମଧ୍ୟ!-->…