ନକଲି ଡାକ୍ତର ଗିରଫ 

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ବୈଦ୍ୟନାଥପୁର ପୋଲିସ ଜଣେ ନକଲି ଡାକ୍ତର କୁ ଗିରଫ କରିଛି l ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଡ ଭବାନୀ ଶଙ୍କର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କହିଛି l ନର୍ସିଂ ସାର୍ଟିଫିକେଟ ଦେବାର ଲୋଭ ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି l ପାଣି ପିଇବାକୁ ଦିଆଯିବା ପରେ ନାବାଳିକା ସହ ଦୁଷ୍କର୍ମ ହୋଇଥିବା ପୋଲିସ ତlର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି l ସେମାନଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇଛି l ପୋଲିସର ତନାଘନ ଜlରିରହିଛି l ଡାକ୍ତର ଖୋଲିଥିବା କ୍ଲିନିକ୍ ରୁ ଆଉ ୨ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଛି l ଥାନାରେ ମାମଲା ରୁଜୁ ହୋଇଛି

You might also like
error: Content is protected !!