ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀମାନେ ଅର୍ଥ ଫେରସ୍ତ ପାଇବେ। ଏଥି ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ…

ଖୋର୍ଦ୍ଧା,(ସଞ୍ଜୀବ କୁମାର):-ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ ପାଇଁ ମୋହନ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ…

ଘର ଟିକସ ବୃଦ୍ଧି ପୁଣି ରହିତାଦେଶ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ବେଆଇନ୍ ଭାବରେ ଅହେତୁକ ଘରପାନୁ ବୃଦ୍ଧିକୁ ମହାନଗର ନିଗମ କର୍ତୃପକ୍ଷ ବ୍ରହ୍ମପୁରବାସୀ ଙ୍କ ଉପରେ ଜୋର୍ ଜବରଦସ୍ତି ଲଦି ଦେଇଥିଲେ l ତାହାର ଵିରୁଦ୍ଧରେ ବିଜେପି ନେତା ତଥା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ…

ଆଇନ ମନ୍ତ୍ରୀଙ୍କ ଆଜି ବୋଲଗଡ଼ ଗସ୍ତ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଆଇନ ମନ୍ତ୍ରୀ ପୃଥିବୀରାଜ୍ ହରିଚନ୍ଦନ ଆଜି ବୋଲଗଡ଼ ଗସ୍ତରେ ଆସୁଛନ୍ତି l ପୁରୀ ଶରଧାବାଲିରେ ଘଟିଥିବା ଦଳାଚକଟାରେ ପ୍ରାଣ ହରାଇଥିବା ବୋଲଗଡ଼ ଗୋବର୍ଦ୍ଧନପୁର ବାସନ୍ତୀ ସାହୁ ଙ୍କ ପରିବାରକୁ ଭେଟିବେ l  ଆଇନ ମନ୍ତ୍ରୀ ବୋଲଗଡ଼ ଗୋବର୍ଦ୍ଧନପୁର ଗସ୍ତ କରି…

ଧାନ ଆଧାରିତ ଫସଲ ପ୍ରଣାଳୀରେ ଉତ୍ପାଦକତା ବୃଦ୍ଧି ପାଇଁ ଜଳବାୟୁ ସ୍ମାର୍ଟ କୃଷି ଅଭ୍ୟାସ ଉପରେ ତାଲିମ୍ ଶିବିର…

ପୁରୁଷୋତ୍ତମ‌ପୁର,(ପ୍ରସନ୍ନ କୁମାର ଦାସ):- ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ବାଘଳା ପଞ୍ଚାୟତର ପାଲ୍ଲୀଆଁମା ଗ୍ରାମର କଲ୍ୟାଣ ମଣ୍ଡପ ପ୍ରାଙ୍ଗଣ ଠାରେ କୃଷି ତାଲିମ୍ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ତାଲିମ୍ ଶିବରରେ କେନ୍ଦ୍ରୀୟ ଧାନ ଗବେଷକ ଶାଖା କେନ୍ଦ୍ର କଟକରୁ…

ମହାପ୍ରଭୁଙ୍କ ବରାହ ନୃସିଂହ ଅବତାର

ଆର,ଉଦୟଗିରି,(ମନୋଜ ପାଢୀ):- ଦକ୍ଷିଣ ଓଡିଶାର ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ପାରଳାଖେମୁଣ୍ଡି ରଥଯାତ୍ରାରେ ମହାପ୍ରଭୁ ଆଜି ବରାହ ନୃସିଂହ ଅବତାରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପ୍ରଦାନ କରିଛନ୍ତି । ଗୁଣ୍ଡିଚା ମନ୍ଦିରରେ ଆଜି ତିନି ଠାକୁରଙ୍କୁ ଭୋର ସକାଳେ ପ୍ରଭାତ…

ଭିଜନ ଡକ୍ୟୁମେଣ୍ଟ ସମ୍ପର୍କିତ ଆଲୋଚନାଚକ୍ର

ଆର,ଉଦୟଗିରି(ମନୋଜ ପାଢୀ):- ଗଜପତି ଜିଲ୍ଲାକୁ ଏକ ବିକାଶମୁଖୀ ଓ ସର୍ବଶ୍ରେଷ୍ଠ ଜିଲ୍ଲା ଭାବେ ଗଢି ତୋଳିବା ପାଇଁ ନାଗରିକ ମଞ୍ଚ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ଠାରେ ଗଜପତି ଭିଜନ ଡକ୍ୟୁମେଣ୍ଟ ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର…

ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଆର,ଉଦୟଗିରି(ମନୋଜ ପାଢୀ):- ଗଜପତି ଜିଲ୍ଲା ମୋହନା ବ୍ଲକ ପ୍ରତାପୁର ବିଦ୍ୟାଳୟ ଠାରେ ମୋହନା ଚା ଖଟି ଗୃପ ପକ୍ଷରୁ ନାରୀଙ୍ଗୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ଦଳାଇ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଅlଯାଇଛି ।ଉପଢୌଢଙ୍କନ, ପୁଷ୍ପଗଛ ଦେଇ ସମ୍ମାନିତ କରିବା ସହ ବିଦାୟ…

ରଥ ସାହି ଜଗନ୍ନଥ ଙ୍କ ନବୀକରଣ ଭକ୍ତଓ ଜନତା ଙ୍କ ମନରେସୃଷ୍ଟି ହୋଇଛି ନୁଆଁ ଜାଗରଣ

ପୁରୁଷୋତ୍ତମ‌ପୁର,(ପ୍ରସନ୍ନ କୁମାର ଦାସ):- ଦୀର୍ଘ 350 ବର୍ଷରୁ ଉର୍ଦ୍ଧ ସମୟ ରୁ କପିଳେନ୍ଦ୍ର ଦେବ ଙ୍କ ସମୟ ଆଗରୁ ଓ ପୁରୁଷୋତ୍ତମ ଦେବ ଙ୍କ କାଞ୍ଚି ଅଭିଯାନ ସମୟରେ ଏହି ପୁରୁଷୋତ୍ତମପୁର ସହର ର ନାମ ତାଙ୍କରି ନାମ ଅନୁସାରେ ରହି ଆସିଛି | କପିଳେନ୍ଦ୍ର ଙ୍କ ସମୟରେ କପିଳେଶ୍ଵରପୁର ଶାସନ…

କରଚୁଲି ଗ୍ରାମରେ ଭୟାବହ ଅଗ୍ନିକାଣ୍ତ 

ବୁଗୁଡା,(ସୋରେନ କୁମାର ପ୍ରଧାନ):- ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଳକ ଅନ୍ତର୍ଗତ କରଚୁଲି ଗୌଡ ସାହିରେ ଜୁଲାଇ ୧ ତାରିଖ ରାତି ସମୟରେ ଭୟାବହ ଅଗ୍ନିକାଣ୍ତ ଘଟି , ଭାସ୍କର ଡାକୁଆ ଓ ଦେବରାଜ ଡାକୁଆ ଦୁଇ ପରିବାରର ଦୁଇଟି ଲେଖାଏଁ ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି। ଘରେ ପରିବାର ଲୋକେ…

ରୋଟାରୀକ୍ଲବ ଅଫ୍ ବ୍ରହ୍ମପୁର ଈଷ୍ଟ ତରଫରୁ ଡାକ୍ତର ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦିବସ ପାଳନ

ବ୍ରହ୍ମପୁର,(ବିଚିତ୍ରସାହୁ):- ବିଶ୍ୱରେ ରୋଟାରୀ ସଂଗଠନ ତରଫରୁ ଡାକ୍ତର ଦିବସ ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦିବସ ରୂପେ ପାଳନ କରାଯାଇଥାଏ।ଏହି ପରିପ୍ରେକ୍ଷୀରେ ରୋଟାରୀକ୍ଲବ ଅଫ୍ ବ୍ରହ୍ମପୁର ଈଷ୍ଟ ତରଫରୁ ଧର୍ମ ନଗର-5ମ ଲାଇନସ୍ଥିତ ରୋଟାରୀ କମ୍ଯୁନିଟି ହଲ୍ ଠାରେ କ୍ଳବର ନବ ନିର୍ବାଚିତ…
error: Content is protected !!