ଆଇନ ମନ୍ତ୍ରୀଙ୍କ ଆଜି ବୋଲଗଡ଼ ଗସ୍ତ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଆଇନ ମନ୍ତ୍ରୀ ପୃଥିବୀରାଜ୍ ହରିଚନ୍ଦନ ଆଜି ବୋଲଗଡ଼ ଗସ୍ତରେ ଆସୁଛନ୍ତି l ପୁରୀ ଶରଧାବାଲିରେ ଘଟିଥିବା ଦଳାଚକଟାରେ ପ୍ରାଣ ହରାଇଥିବା ବୋଲଗଡ଼ ଗୋବର୍ଦ୍ଧନପୁର ବାସନ୍ତୀ ସାହୁ ଙ୍କ ପରିବାରକୁ ଭେଟିବେ l  ଆଇନ ମନ୍ତ୍ରୀ ବୋଲଗଡ଼ ଗୋବର୍ଦ୍ଧନପୁର ଗସ୍ତ କରି ମୃତକ ବାସନ୍ତୀ ସାହୁ ଙ୍କ ପରିବାରକୁ ସରକାର ଘୋଷଣା କରିଥିବା 25 ଲକ୍ଷ୍ ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରିବେ l* 


Smart Computer Ad
You might also like
error: Content is protected !!