ରଥ ଉପରେ ଅଳଙ୍କାରରେ ସଜ୍ଜିତ ହେଲେ ଶ୍ରୀଜିଉ : ସୁନାବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

ବାଲିଗୁଡା,୦୬/୦୭:(ସୁକାନ୍ତ କୁମାର ତ୍ରିପାଠୀ] କନ୍ଧମାଳ ଜିଲା ବାଲିଗୁଡାରେ ରବିବାର ସୁନାବେଶରେ ଝଲସିଛନ୍ତି ମହାବାହୁ। ଏହି ଅପରୂପ ଦୃଶ୍ୟ ଦେଖିବାକୁ ରବିବାର ସନ୍ଧ୍ୟାରେ ରଥ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।ଆଷାଢ଼ ଶୁକ୍ଲ ଏକାଦଶୀ ତିଥିରେ ଆଜି ରଥ ଉପରେ ମହାପ୍ରଭୁ ଶ୍ରୀବଳଭଦ୍ର,…

ମହଣ ମହଣ ସୁନାରେ ଛାଉଣି ହେବେ ଦାରୁବ୍ରହ୍ମ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ବଡ଼ତଢ଼ାଉ ତଥା ସୁନାବେଶରେ ଦର୍ଶନ ଦେବେ ଶ୍ରୀବିଗ୍ରହ। ଗୁଣ୍ଡିଚା ଲୀଳା ସାରି ବାହୁଡ଼ିବା ପରେ ମହାପ୍ରଭୁ ସିଂହଦ୍ବାରରେ ବିଶ୍ରାମ ନେଇଛନ୍ତି। ରତ୍ନବେଦିକୁ ବାହୁଡ଼ିବା ପୂର୍ବରୁ ରଥାରୂଢ଼ ହୋଇ ସୁନାବେଶରେ ଝଟକିବେ ଜଗତାଧିପତି।…

ପାରଳାଖେମୁଣ୍ଡି ବାହୁଡା ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

ଆର,ଉଦୟଗିରି:(ମନୋଜ ପାଢୀ):- ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ପାରଳାଖେମୁଣ୍ଡି ବାହୁଡା଼ ଯାତ୍ରାରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସାମଗମ ହୋଇଥିବା ଦେଖିବାକୁ ମିଳିଛି. ଆଜି ସକାଳୁ ସମସ୍ତ ନୀତି ନିୟମ ଅନୁଯାୟୀ ତିନି ଠାକୁରଙ୍କୁ ମଙ୍ଗଳ ଆଳତୀ…

ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ବନମହୋତ୍ସବ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ବୁଗୁଡ଼ା ସହରର ଷୋହଳମାଇଲ ଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ପରିସରରେ ବନମହୋତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଚାରପତି ସୁଧାଶ୍ରୀ ସୁରଝାଲିଆ, ଓକିଲ ସଙ୍ଘ ସଭାପତି ଅମର ପଟ୍ଟନାୟକ,ବନାଞ୍ଚଳ…

ବୁଗୁଡ଼ାରେ ବାହୁଡା଼ ଯାତ୍ରା , ମଝି ଦାଣ୍ଡରେ ଅଟକିଲା

ବୁଗୁଡା,(ସୋରେନ ପ୍ରଧାନ):- ବୁଗୁଡ଼ାରେ ବାହୁଡା଼ ଯାତ୍ରା ସମ୍ପର୍ଣ୍ଣ ହୋଇଛି । ଭକ୍ତଙ୍କ ଗହଣରେ ରଥ ଟଣା ହୋଇଥ‌ିବା ବେଳେ ମଝିଦାଣ୍ଡରେ ରଥ ଅଟକିଛି । ଆଜି ଅପରାହ୍ନରେ ପୁରୋହିତ ସିମାଞ୍ଚଳ ପଣ୍ଡାଙ୍କ ଦ୍ବାରା ପୂଜା କାର୍ଯ୍ୟ ସମ୍ପାଦନ ହୋଇଥିଲା । ଏହା ପରେ ମନ୍ଦିର ପୂଜକମାନେ ବାଦ୍ୟ…

ଭାରସାମ୍ୟ ହରାଇ ଓଲଟିଲା କାର୍ ତିନି ଆହତ

ଆର,ଉଦୟଗିରି(ମନୋଜ ପାଢୀ):- ଗଜପତି ଜ଼ିଲ୍ଲା ଅଡବା ଥାନା ଖାରୀଗୁଡା ନିକଟସ୍ଥ ଭୀମଦଲି ଘାଟିରେ ଏକ କାର୍ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଏଥିରେ ଯାତ୍ରା କରୁଥିବା ତିନି ଜଣ ବାପା, ମାଁ ଏବଂ ଝିଅ ଆହତ ହୋଇଛନ୍ତି l ରାୟଗଡା ଜ଼ିଲ୍ଲା ରାମନାଗୁଡା ର ଶିବ ପ୍ରସାଦ ତାଙ୍କ ଝିଅ ଏବଂ ସ୍ତ୍ରୀ…

ବ୍ରାହ୍ମଣ ସମାଜ କୁ ଆକ୍ଷେପ କରି ମନ୍ତବ୍ୟ ଦେବା ପ୍ରତିବାଦ ରେ ଥାନା ରେ ଅଭିଯୋଗ କଲେ ମୋହନା ବ୍ରାହ୍ମଣ ସମାଜ

ଆର,ଉଦୟଗିରି,(ମନୋଜ ପାଢୀ):- ବ୍ରାହ୍ମଣ ସମାଜ କୁ ଆକ୍ଷେପ କରି ମନ୍ତବ୍ୟ ଦେବା ପ୍ରତିବାଦ ରେ ମୋହନା ଥାନା ରେ ଅଭିଯୋଗ ଦେଇଛନ୍ତି ବ୍ରାହ୍ମଣ ସମାଜ।ଗଜପତି ଜିଲ୍ଲା ମୋହନା ରେ ଚଳିତ ମାସ ୧ ତାରିଖ ରେ ବିଭିନ୍ନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା।ଏହି ଭାରତ ବନ୍ଦ…

ପିଉସୀ ଘରକୁ ଯିବା ପାଇଁ ବାହାରିଥିବା ଦିବ୍ୟାଙ୍ଗ ଯୁବତୀ ନିଖୋଜ

ଆର,ଉଦୟଗିରି,(ମନୋଜ ପାଢୀ):- ଗଜପତି ଜିଲ୍ଲାରେ ଜଣେ ଦିବ୍ୟାଙ୍ଗ ଯୁବତୀ ନିଜ ପିଉସୀ ଘରକୁ ଯିବା ପାଇଁ ବାହାରିଥିଲେ. ହେଲେ ପ୍ରାୟ 2 ସପ୍ତାହ ବିତିଲା. ତଥାପି ସେ ପିଉସୀ ଘରକୁ ଯାଇନାହିଁ. କିମ୍ବା ଘରକୁ ଫେରିନାହିଁ. ଘଟଣାରୁ ପ୍ରକାଶ, ମୋହନା ଥାନା ଅଣ୍ଡିରାଗଡ଼ ଗାଁର ଦିବ୍ୟାଙ୍ଗ ଯୁବତୀ…

ଜରି ପଲିଥିନ, ପ୍ଲାଷ୍ଟିକ ବର୍ଜନ ପାଇଁ ପଥପ୍ରାନ୍ତ ନାଟକ: ଲୋକ ନୃତ୍ୟ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡା,୦୫/୦୭:(ସୁକାନ୍ତ କୁମାର ତ୍ରିପାଠୀ) ଜରି ପଲିଥିନ ଓ ପ୍ଲାଷ୍ଟିକ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଜରି ପଲିଥିନ ପ୍ଲାଷ୍ଟିକ ର ବ୍ୟବହାର ରୋକିବା ଆଦିତ୍ୟ ବିର୍ଲା ଆଲୁମିନିୟମ କାରଖାନା ସୌଜନ୍ୟତା…

ବାଲିଗୁଡା ରେ ପବିତ୍ର ବାହୁଡା ଯାତ୍ରା ପାଳିତ : ଜନ୍ମବେଦୀ ଛାଡ଼ି ରତ୍ନବେଦୀକୁ ଯାତ୍ରା କଲେ ବ୍ରହ୍ମାଣ୍ଡପତି

ବାଲିଗୁଡା,୦୫/୦୭:(ସୁକାନ୍ତ କୁମାର ତ୍ରିପାଠୀ] ଜନ୍ମବେଦୀରେ ଲୀଳାଖେଳ ସାରି ବଡ ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ଆଜି ରତ୍ନ ବେଦୀ କୁ ଫେରିଛନ୍ତି l ହଜାର ହଜାର ଭକ୍ତଙ୍କ ସମାଗମରେ ଭାବଭକ୍ତି, ଘଣ୍ଟନାଦରେ ପୁରି ଉଠିବା ସହ ଲୋକାରଣ୍ୟ ହୋଇଥିଲା ବାଲିଗୁଡା ସହର, ଭକ୍ତ ଓ…
error: Content is protected !!