ପୋଲିସ ଦ୍ୱାରା ୭୫ ଲକ୍ଷ ଟଙ୍କାର ୧୨ କୁଇଣ୍ଟାଲ ଗଞ୍ଜେଇ ଜବତ

ଆର,ଉଦୟଗିରି,(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ପୋଲିସ ଦ୍ଵାରା ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି. ଜିଲ୍ଲା ଏସପି ଯତିନ୍ଦ୍ର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଗତ ବହୁ ଦିନ ହେଲା ଗଞ୍ଜେଇ ଚୋରା କାରବାର ବିରୁଦ୍ଧରେ ଚଢ଼ାଉ ଜାରି ରହିଛି. ଗତ ମଙ୍ଗଳଵାର ରାତିରେ ଆର.…

ଗାଡ଼ି ଦୀର୍ଘଦିନ ଧରି ଅଚଳ ହୋଇ ରହିଲେ ପାଣିରେ ପଡିବ ସରକାରଙ୍କ କୋଟି କୋଟି ଟଙ୍କା

ଗଜପତି,(ମନୋଜ ପାଢୀ):- ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ ଚାଲୁ ଥିବା ବିଜୁ ଗାଁ ଗାଡି ଚଳାଚଳକୁ ସରକାରୀ ଭାବେ ବନ୍ଦ କରାଯାଇଛି. ଏଗୁଡିକ ବର୍ତ୍ତମାନ ଗୁମ୍ମା ବ୍ଲକ ଅଫିସ ପରିସରରେ ଦୀର୍ଘ ଦିନ ହେଲା ଅଚଳ ହୋଇ ପଡି ରହିଛି. ଖରା, ବର୍ଷାରେ ପଡି ରହିବା ଯୋଗୁଁ ଗାଡି ଗୁଡିକର ଅବସ୍ଥା ଦିନକୁ…

ଗଜପତି ଜିଲ୍ଲା ଓଷ୍ଟା ସଂଗଠନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

ଆର,ଉଦୟଗିରି(ମନୋଜ ପାଢୀ):- ରିଖ ଶନିବାର ପୂର୍ବାହ୍ନ 11 ଘ ସମୟରେ ମୋହନା ବ୍ଲକ ଚାନ୍ଦିପୁଟ ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ବିଦ୍ୟାଳୟରେ ଗଜପତି ଜିଲ୍ଲା ଓଷ୍ଟା ସଙ୍ଘର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ସଭାପତି ଶ୍ରୀ ପି ମେନକା ରାଓଙ୍କ ଅଧ୍ୟକ୍ଷତାରେ…

ଖାଦ୍ୟ ସୁରକ୍ଷା ବିଭାଗର ଚଡ଼ଉ

ବାଲିଗୁଡା, ୧୨/୦୭[ସୁକାନ୍ତ କୁମାର ତ୍ରିପାଠୀ}ଚଳିତ ବର୍ଷା ଏବଂ ଡାଇରିଆକୁ ଦୃଷ୍ଟିରେ ରଖି,ଖାଦ୍ୟ ସୁରକ୍ଷା ବିଭାଗ କନ୍ଧମାଳ ଓ NAC ବାଲିଗୁଡ଼ା ସହିତ ମିଳିତ ଭାବରେ ୧୧.୦୭.୨୦୨୫ ରେ ବିଭିନ୍ନ ଖାଦ୍ୟ ପ୍ରତିଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରାୟ ୪୦-୫୦ କିଲୋଗ୍ରାମ ବାସି ଏବଂ…

ଓକିଲ ସଂଘର ଜରୁରୀ ବୈଠକ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ଗଞ୍ଜାମ ଓକିଲ ସଂଘ ର ପ୍ରଥମ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଓ ଉପଦେଷ୍ଟା କମିଟି ସଦସ୍ୟ ଙ୍କ ଉପସ୍ଥିତି ରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ କମାପଲ୍ଲୀ ପି ଡବ୍ଲୁ ଆଇବି ଠାରେ ସଙ୍ଘର ସଭାପତି ମନୋଜ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ…

କୃଷ୍ଣସାର ମୃତ୍ୟୁ ଘଟଣାରେ ଫରେଷ୍ଟର୍ ନିଲମ୍ବିତ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ବୁଗୁଡ଼ା ବନାଞ୍ଚଳ ପଞ୍ଚଭୂତି ଫରେଷ୍ଟ ବିଟ୍‌ରେ ବିଦ୍ୟୁତ ଫାସରେ ପଡି ଏକ କୃଷ୍ଣସାର ମୃଗର ମୃତ୍ୟୁ ଘଟଣାରେ ଏହି ଫରେଷ୍ଟ ବିର ମହିଳା ଫରେଷ୍ଟର ପଲ୍ଲବୀ ନନ୍ଦଙ୍କୁ ନିଲମ୍ବନ ପାଇଥିବା କରାଯାଇଛି। ବିଭଗୀୟ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବାରେ ଅହେତୁକ…

ଭୂଶୁଡି ପଡିବ କି ନୀଳମାଧଵ ଙ୍କ ଅରୁଣ ସ୍ତମ୍ଭ  ? 

                ନୟାଗଡ,(ପ୍ରଭାକର ଶିରୋମଣି)             କଣ୍ଟିଲୋ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଖଣ୍ଡପଡା ତହସିଲ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ କ୍ଷେତ୍ର ମନ୍ଦିର ପୂର୍ବଦ୍ୱାରରେ ପ୍ରତିଷ୍ଠିତ ଅରୁଣ ସ୍ତମ୍ଭ ବର୍ତ୍ତମାନ ଦୌଦିଲ୍ୟ ମାନ ଅବସ୍ଥାରେ ରହିଛି ଓ କେତେବେଳେ ଏବଂ…

ପୁରୁଷୋତ୍ତମପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଧମକ ଦେଇ ତିନି ଠିକାଦାର ଗିରଫ

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାଶ):- ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନା ଙ୍କୁ ଅଫିସ କାର୍ଯ୍ୟାଳୟରେ ପଶି ଜୀବନରେ ମାରିଦେବା ଧମକ ଆଧାର ନେଇ ଥାନାରେ କେଶ ହୋଇ ଥିଲା | ଯାହାର କେଶ ନଂ ୫୨୨/୨୦୨୫ ଓ…

ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ପ୍ରସିଦ୍ଧ ଶୈବ ପୀଠ କୁବରେଶ୍ୱର୍ ପୀଠରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଅନନ୍ତ କର ମୁଖ୍ୟ ଅତିଥି, ପ୍ରକୃତି ବନ୍ଧୁ ଗୋପାଳ ଚନ୍ଦ୍ର ପାତ୍ର, ଶିକ୍ଷାବିତ୍ ରାମଚନ୍ଦ୍ର ସାହୁ, ନିଉ…

ସ୍ବଶକ୍ତି ଜଗାରଣ ସେବା ସଂସ୍ଥାନର ଗୁରୁପୂର୍ଣମା ପାଳନ

ବ୍ରହ୍ମପୁର,(ବିଚିତ୍ର ସାହୁ):- ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ ସାହି ରଘୁନାଥ ମନ୍ଦିରରେ ଗୁରୁପୁର୍ଣିମା ପର୍ବ ପାଳନ ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନ ତରଫରୁ ମହାସମାରୋହରେ ପାଳନ କରାଯାଇଥିଲା।9ତାରିଖ ଓ 10 ତାରିଖ ଦୁଇ ଦିନ ବ୍ଯାପି ଏହି କାର୍ଯ୍ୟକ୍ରମ ରେ ପ୍ରଥମ ଦିନ ଅର୍ଥାତ 9 ତାରିଖ…
error: Content is protected !!