ବାଲିଗୁଡା, ୧୨/୦୭[ସୁକାନ୍ତ କୁମାର ତ୍ରିପାଠୀ}ଚଳିତ ବର୍ଷା ଏବଂ ଡାଇରିଆକୁ ଦୃଷ୍ଟିରେ ରଖି,ଖାଦ୍ୟ ସୁରକ୍ଷା ବିଭାଗ କନ୍ଧମାଳ ଓ NAC ବାଲିଗୁଡ଼ା ସହିତ ମିଳିତ ଭାବରେ ୧୧.୦୭.୨୦୨୫ ରେ ବିଭିନ୍ନ ଖାଦ୍ୟ ପ୍ରତିଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରାୟ ୪୦-୫୦ କିଲୋଗ୍ରାମ ବାସି ଏବଂ ଅଧିକ ରଙ୍ଗୀନ ଖାଦ୍ୟ ନଷ୍ଟ କରିଥିଲା। ଏବଂ ବିଭିନ୍ନ ପ୍ରତିଷ୍ଠାନ ଉପରେ ୧୨,୦୦୦ ଟଙ୍କା ଜରିମାନା ଆଦାୟ
କରାଯାଇଛି |ଏଭଳି ଚଡଉ ଆଗକୁ ଜାରି ରହିବ ବୋଲି ଫୂଡ଼ ଇନ୍ସ୍ପେକଟର ସତ୍ୟବ୍ରତ ଷେଣ୍ଡ କହିଛନ୍ତି |ଚଡ଼ଉ ସମୟରେ ବାଲିଗୁଡା ସହରରେ ପ୍ରାୟ ଦୋକାନ ବନ୍ଦ ରହିଥିଲା |
