ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ଗାନ୍ଧୀ ନଗର ୪ର୍ଥ ଲାଇନରେ ବାପାଙ୍କୁ ଘରେ ରଖି ତାଲା ପକାଇ ଦିଆଯାଇଥିଲା l ପୁଅ ବାହାର ପଟୁ ତାଲା ପକାଇ କେଉଁ ଆଡେ ଛୁ ହୋଇଥିଲା l ଘଟଣା ଟି ଚିନ୍ତାର ବିଷୟ ପାଲଟିଥିଲା l ଘଟଣା ଦିଗରେ ପ୍ରଶାସନ ନିକଟରେ ପୂର୍ବରୁ ନଜର ରହିଛି l ପରେ ପୋଲିସ ସେଠାରେ ପହଞ୍ଚି ଥିଲା l ତାଲା ଖୋଲାଯାଇଛି l ଘଟଣାର ତଦନ୍ତ ଜାରି ରହିଛି l