ଚିକିଟି ମୁଖ୍ୟ ରାସ୍ତା ପ୍ରଶସ୍ତିକରଣରେ ଭିତିରି କୁଟନୀତି!

ଚିକିଟି | ଗଞ୍ଜାମ ଜ଼ିଲ୍ଲା | ଜଗନ୍ନାଥ ନାୟକ ||ଚିକିଟୀ ନିର୍ବାଚନମଣ୍ଡଳୀର ରାଜନୀତି ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଏହି ଅଞ୍ଚଳର ମୁଖ୍ୟ ରାସ୍ତା ଦିନକୁ ଦିନ ସଂକୀର୍ଣ୍ଣ ହେଉଥିବାରୁ ଯାତାୟାତ ସମସ୍ୟା ସହ ଜନସାଧାରଣ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚିକିଟୀ ମୁଖ୍ୟ ରାସ୍ତା…

ଚିକିଟି | ଜିଲ୍ଲା ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

ଚିକିଟି | ଜଗନ୍ନାଥ ନାୟକ |ଚିକିଟି ପଞ୍ଚାୟତ ସମିତି ପରିସରରେ ଥିବା ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଭି.କିର୍ତ୍ତୀ ଭାସନ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଅଭିନବ…

ଜିଲ୍ଲା ସ୍ତରୀୟ ଖେଳ ପ୍ରତିଯୋଗିତାରେ ଚନ୍ଦ୍ରପୁର ପି.ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ୪୦୦ ମିଟରଦୌଡ଼ରେ…

ଚନ୍ଦ୍ରପୁର | କୈଳାଶ ମାଳବିଶୋୟୀ | ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ଜିଲ୍ଲା ସ୍ତରୀୟ ଖେଳ ପ୍ରୋତିଯୋଗିତା ରେ ୪୦୦ ମିଟର୍ ଦୌଡ଼ ରେ ପ୍ରଥମ ସ୍ଥାନ, କବାଡି ରେ ଦ୍ୱିତୀୟ ସ୍ଥାନ,ଭଲିବଲ ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ…

ଲୁଣିପାଣି ମତ୍ସ୍ୟଚାଷ ଉପରେ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର | DIPRO | ନ୍ୟୁଜ ନର୍ଭ ||ଲୁଣିପାଣିରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ମାଧ୍ୟମରେ ମତ୍ସ୍ୟ ଓ ଚିଙ୍ଗୁଡ଼ି ଚାଷକୁ ଅଧିକ ଲାଭଜନକ କରିବା ଏବଂ ମତ୍ସ୍ୟଚାଷୀଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ଆଜି ବ୍ରହ୍ମପୁରସ୍ଥିତ ଗଞ୍ଜାମ ମୁଖ୍ୟ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ…

ଖୋର୍ଦ୍ଧାରୋଡ ମଣ୍ଡଳ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ସେପ୍ଟେମ୍ବର ୨୦୨୬ ମାସରେ ଅବସରଗ୍ରହଣ କରିଥିବା ୧୮ ଜଣ ରେଳ କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଭାରତୀୟ ରେଳ ପ୍ରତି ସେମାନଙ୍କର ଦୀର୍ଘବର୍ଷର ନିଷ୍ଠାପୂର୍ଣ୍ଣ ଓ ମୂଲ୍ୟବାନ ସେବା ପାଇଁ ଏହି…

ଅଙ୍ଗନବାଡ଼ି କେନ୍ଦ୍ରରେ ‘ଆଙ୍ଗନ୍ କା ଉତ୍ସବ’ ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନ ସହ ବାପାମାନଙ୍କୁ ସମ୍ମାନ

ବାଲିଗୁଡ଼ା,୨୯/୯: ସୁକାନ୍ତ କୁମାର ତ୍ରିପାଠୀ ବାଲିଗୁଡ଼ା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ନୁଆସାହିସ୍ଥିତ ପାତ୍ରସାହି, ବଡ଼ସାହି ଓ ଆମ୍ବସାହି ଅଙ୍ଗନବାଡ଼ି କେନ୍ଦ୍ରରେ ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ‘ଆଙ୍ଗନ୍ କା ଉତ୍ସବ’ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳିତ ହୋଇଛି।…

ଓଡ଼ିଶା ଟି-୨୦ ଲିଗ୍‌ ସିଏମ୍‌ ଟ୍ରଫି ଫାଇନାଲ୍‌ ପାଇଁ ପ୍ରସ୍ତୁତ କେନ୍ଦୁଝର ମାଇନର୍ସ ଓ ସମ୍ବଲପୁର ୱାରିୟର୍ସ

କଟକ,(ଏସ.ଏମ.ପି):- ସେପ୍ଟେମ୍ବର ୩୦: ବାରବାଟୀ ଷ୍ଟାଡିୟମ୍‌ରେ ବୁଧବାର ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌ ସିଏମ୍‌ ଟ୍ରଫିର ଫାଇନାଲ୍‌ରେ ମୁହାଁମୁହିଁ ହେବେ କେନ୍ଦୁଝର ମାଇନର୍ସ ଓ ସମ୍ବଲପୁର ୱାରିୟର୍ସ।ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ରହି କେନ୍ଦୁଝର ମାଇନର୍ସ ସିଧାସଳଖ ଫାଇନାଲ୍‌ରେ ସ୍ଥାନ…

ସୁହାନୀ କ୍ରିଏସନ୍ ର ବହି ପୂଜା ସହିତ ଆଖଡ଼ା ଆରମ୍ଭ

ବ୍ରହ୍ମପୁର,(ବିଚିତ୍ରସାହୁ):- ୟୁଟ୍ୟୁବ୍ ଚ୍ୟାନେଲ୍ ସୁହାନୀ କ୍ରିଏସନ୍ ଏବଂ ତିରୁପତି ଓଡ଼ିଆ ପ୍ରଡକ୍ସନର ମିଳିତ ଆନୁକୂଲ୍ୟରେ "ଭାଵ ତରଙ୍ଗ - ସଙ୍ଗୀତ ନାଟକ ସମ୍ପାନ" ଆଗାମୀ ଅକ୍ଟୋବର ସାତ ତାରିଖ ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜନ କରୁଛି। ଏହି ଅବସରରେ…

ମହାନଦୀ ସିଷ୍ଟମରେ ବନ୍ୟା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ହୀରାକୁଦ ଡ୍ୟାମର ୨୬ଟି ଗେଟ୍ ଦେଇ ତଳମୁଣ୍ଡକୁ ଆସୁଛି ବନ୍ୟାଜଳ। ଗତକାଲି ସନ୍ଧ୍ୟା ସୁଦ୍ଧା ମୁଣ୍ଡୁଳିରେ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ପାଣି ପହଞ୍ଚିଥିବା ସୂଚନା ମିଳିଛି। ଡ୍ୟାମ୍ କୁ ହାରାହାରି ପ୍ରତି ସେକେଣ୍ଡରେ ୫ ଲକ୍ଷ ୧ ହଜାର କ୍ୟୁସେକ୍ ଜଳ ପ୍ରବେଶ…

ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ୮ ଜଣ ରେଳ କର୍ମଚାରୀଙ୍କୁ ସୁରକ୍ଷା ପୁରସ୍କାରରେ ସମ୍ମାନିତ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ୮ ଜଣ ରେଳ କର୍ମଚାରୀଙ୍କୁ ସୁରକ୍ଷା ପୁରସ୍କାରରେ ସମ୍ମାନିତସୁରକ୍ଷିତ ଓ ସୁଚାରୁ ରେଳ ଚଳାଚଳ ସୁନିଶ୍ଚିତ କରିବା ଦିଗରେ ନିଜର ନିଷ୍ଠା, ସଜାଗତା ଏବଂ ଅତୁଳନୀୟ ଯୋଗଦାନ ପାଇଁ ଖୋର୍ଦ୍ଧାରୋଡ଼ ମଣ୍ଡଳର ୮ ଜଣ ରେଳ କର୍ମଚାରୀଙ୍କୁ…
error: Content is protected !!