ତ୍ରିରଙ୍ଗା ଯାତ୍ରା ରେ ପ୍ରବଳ ଭିଡ଼

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ତ୍ରିରଙ୍ଗା ଯାତ୍ରା" ରେ ପ୍ରବଳ ଭିଡ଼ ଦେଖାଦେଇଥିଲା l ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ l କ୍ରାନ୍ତି ଦିବସ ଅବସରରେ ରାମଲିଙ୍ଗେଶ୍ୱର ପାର୍କ ପରିସରସ୍ଥ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ…

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୬ତମ “ସମାବର୍ତ୍ତନ ଉତ୍ସବ” ବିଶ୍ଵବିଦ୍ୟାଳୟ ସମୂହ ନୀତିବାନ ଓ…

ବ୍ରହ୍ମପୁର ,୯/୮/25: ବିଶ୍ଵ ବିଦ୍ୟାଳୟ ସମୂହ କେବଳ ନିଯୁକ୍ତି ଯୋଗ୍ୟ ସ୍ନାତକ ନୁହେଁ,ବରଂ ନୀତିବାନ,ସାମାଜିକ ଦାୟିତ୍ଵବାନ ଏବଂ ବିଶ୍ଵ ସ୍ତରୀୟ ଦକ୍ଷ ନାଗରିକ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା କରିବାକୁ ରାଜ୍ୟପାଳ ଡ଼ ହରି ବାବୁ କମ୍ଭବପାଟି ଆହ୍ବାନ ଜଣାଇଛନ୍ତି l ଚଳିତ ଅଗଷ୍ଟ ୯…

ଗାୟତ୍ରୀ ପରିବାର ତରଫରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ

ବାଲିଗୁଡା,୦୯/୦୮(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ନାରାୟଣ ସେବା କେନ୍ଦ୍ରର ବୃଦ୍ଧାଶ୍ରମ ପରିସରରେ ଗାୟତ୍ରୀ ପରିବାର ତରଫରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇ ଯାଇଛି l ଏହି ଅବସରରେ ଦସା ସ୍ନାନ, ତର୍ପଣ, ଓ ଏକ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ମାଧ୍ୟମରେ ରକ୍ଷା…

ବାଲିଗୁଡା ରେ ପବିତ୍ର ରକ୍ଷା ବନ୍ଧନ ପାଳିତ

ବାଲିଗୁଡା : ୦୯/୦୮:(ସୁକାନ୍ତ କୁମାର ତ୍ରିପାଠୀ)ରାକ୍ଷୀ ପୂର୍ଣ୍ଣିମା ମୁଖ୍ୟତଃ ଏକ ହିନ୍ଦୁ ମାନଙ୍କ ମୁଖ୍ୟ ପର୍ବ ଅଟେ ଯାହା ସାରା ଭାରତରେ ପାଳନ କରାଯାଇଥାଏ |ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଉଥିବାରୁ ଆଜିର ଏହି ଦିନ ଟିକୁ ରାକ୍ଷୀ ପୂର୍ଣ୍ଣିମା କୁହାଯାଏ |ପୁରାତନ…

ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ବିଏସଏଫ କ୍ୟାମ୍ପ ରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

ବାଲିଗୁଡା,୦୯/୦୮(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୩୬ ବାଟାଲିୟନ ବିଏସଏଫ କ୍ୟାମ୍ପ ପରିସରରେ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ଆନନ୍ଦ ଉଲ୍ଲାସ ମଧ୍ୟରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି l ଏହି ଅବସରରେ ପ୍ରଜାପିତା ବ୍ରହ୍ମା କୁମାରୀ…

ଅଭିଯୋଗ ସମାଧାନରେ ପୂର୍ବତଟ ରେଳପଥ ର ଉଲ୍ଲେଖନୀୟ ଉପଲବ୍ଧି “ରେଳ ମଦଦ୍ ପୋର୍ଟାଲ୍”

ନୂଆଦିଲ୍ଲୀ, 09/08/25: ପୂର୍ବତଟ ରେଳପଥର ରେଳ ମଦଦ୍ ପୋର୍ଟାଲ୍ ଯାତ୍ରୀଙ୍କ ଅଭିଯୋଗର ସମାଧାନରେ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି ଏବଂ ଚଳିତ 2025-26 ଆର୍ଥିକ ବର୍ଷରେ 31.07.2025 ସୁଦ୍ଧା ପ୍ରଥମ ଚାରି ମାସର କାର୍ଯ୍ୟଦକ୍ଷତା ରିପୋର୍ଟରେ 70.06 ସ୍କୋର କରି 17ଟି ରେଳ ଜୋନ୍ ମଧ୍ୟରେ…
error: Content is protected !!