ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ବିଏସଏଫ କ୍ୟାମ୍ପ ରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

ବାଲିଗୁଡା,୦୯/୦୮(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୩୬ ବାଟାଲିୟନ ବିଏସଏଫ କ୍ୟାମ୍ପ ପରିସରରେ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ଆନନ୍ଦ ଉଲ୍ଲାସ ମଧ୍ୟରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି l ଏହି ଅବସରରେ ପ୍ରଜାପିତା ବ୍ରହ୍ମା କୁମାରୀ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ବିଏସଏଫ କ୍ୟାମ୍ପ ରେ ରକ୍ଷା ବନ୍ଧନ ଉତ୍ସବ ପାଳିତବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ବିଏସଏଫ କ୍ୟାମ୍ପ ରେ ରକ୍ଷା ବନ୍ଧନ ଉତ୍ସବ ପାଳିତବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ବିଏସଏଫ କ୍ୟାମ୍ପ ରେ ରକ୍ଷା ବନ୍ଧନ ଉତ୍ସବ ପାଳିତଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବ୍ରହ୍ମା କୁମାରୀ ଭଉଣୀମାନେ ଆସି ଜବାନ ମାନଙ୍କୁ ବନ୍ଦନା କରି ରାକ୍ଷୀ ବାନ୍ଧିଥିଲେ।ଏଥିରେ କମାଣ୍ଡର ନିର୍ମଳ ଚନ୍ଦ୍ର ଦାସଙ୍କ ସମେତ ସମସ୍ତ ଜବାନ ଉପସ୍ଥିତ ଥିଲେ l

You might also like
error: Content is protected !!