ନୂଆ ଜିଏସଟି ପୂର୍ବରୁ ନୂଆ MRP : ଓଡ଼ିଶା ସମେତ ସବୁ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ

ଭୁବନେଶ୍ୱର,(ଏସ.ଏମ.ପି):- ନୂଆ ଜିଏସ୍‌ଟି ପୂର୍ବରୁ ନୂଆ ଏମ୍‌ଆରପି । ଜିଏସ୍‌ଟି ସ୍ଲାବ୍‌ରେ ପରିବର୍ତ୍ତନ କରିବା ପରେ ପୂର୍ବରୁ କ୍ରୟ କିମ୍ବା ପ୍ୟାକିଂ ହୋଇସାରିଥିବା ସାମଗ୍ରୀ ଉପରେ ସଂଶୋଧିତ ମୂଲ୍ୟ ଲେଖିବା ବାଧ୍ୟତାମୂଳକ । କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓଜନ ବିତରଣ ବିଭାଗ…

ଅଗ୍ରଣୀ ଅନୁଷ୍ଠାନ ବ୍ରହ୍ମପୁର କ୍ଲୋରୋଫୀଲ ସ୍କୁଲ ତରଫରୁ ଜିକେ ଚିତ୍ରାଙ୍କନ ପ୍ରତିଯୋଗିତା.

ଭଞ୍ଜନଗର,(ବବି ରଥ):- ଗଞ୍ଜାମ ଜିଲ୍ଲା ଭଞ୍ଜନଗର RMC ହଲ ଠାରେ ଦୁଇ ଦିନଧରି ତଥା ତା.-13.09.25 ତାରିଖ ଦିନ Gk ପ୍ରତିଯୋଗିତା ସହିତ, ତା.-14.09.25 ରେ ଚିତ୍ରାଙ୍କନ ପ୍ରତିଯୋଗିତା ସ୍ଥାନୀୟ ସମସ୍ତ ଇଂରାଜୀ ମିଡ଼ିଅମ ବିଦ୍ୟାଳୟ ସହ ସରକାରୀ ବିଦ୍ୟାଳୟ ର କ୍ଲାସ -5,6,7,8 ଛାତ୍ର…

ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ଜିଲ୍ଲା କୋର୍ଟ ପରିସର ଏଵଂ ଜିଲ୍ଲାର ସମସ୍ତ କୋର୍ଟରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ ହୋଇଯାଇଛି l ୧୧୩୪୬ଟି ମାମଲାର ଆଶୁ ସମାଧାନ ହୋଇ ମୋଟ ୧୨୮୫୭୧୯୭୯ଟଙ୍କା ଆଦେଶ ହୋଇଛି l ଅଦାଲତରେ ୧୧ଟି ବେଞ୍ଚ୍ ଅୟୋଜନ କରାଯାଇଥିଲା l ଜିଲ୍ଲା ଦୌରା ଜଜ୍ ଡ…

ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ଶ୍ରବଣ ବିବେକ ଏମ, ଆଇ.ପି.ଏସ୍ ଓ

ବ୍ରହ୍ମପୁର,(ବିଚିତ୍ର ସାହୁ) ବ୍ରହ୍ମପୁର ଅବକାରୀ ଅଧିକ୍ଷକ ଶ୍ରୀ ପ୍ରବୀଣ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ତଥା ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ପାତ୍ରପୁର ତହସିଲଦାର ଶ୍ରୀ ଅଶୋକ ପଟ୍ଟନାୟକ, ଓ. ଏ. ଏସ ଓ ଅବକାରୀ ଉପ ଅଧିକ୍ଷକ ଶ୍ରୀ କୁମୁଦ ରଂଜନ କୁଅଁର ଙ୍କ ପ୍ରତ୍ୟକ୍ଷ୍ୟ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୭ ତାରିଖରେ ପୁଣି ଥରେ ଓଡ଼ିଶା ଆସିପାରନ୍ତି

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି ବ୍ରହ୍ମପୁରରେ ଆୟୋଜିତ ହେବାକୁ ଥିବା ଯୁବ ସମାବେଶ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯୋଗ ଦେବାକୁ ଆସିବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ…

ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁର ଗସ୍ତରେ ଆସୁଛନ୍ତି l ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ଏବଂ ଗଞ୍ଜାମ ତଥା ବ୍ରହ୍ମପୁର ଗସ୍ତରେ ଆସିବେ l ଆସନ୍ତା ୨୭ରେ ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି l "ସେବା ପକ୍ଷ"…

୪ ଯୁବକ ଗିରଫ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ୪ ଯୁବକକୁ ଟାଉନ୍ ପୋଲିସ ଗିରଫ କରିଛି l ମଧ୍ୟ ରାତିରେ ହୋଟେଲ ମିଡ୍ ଟାଉନରେ ପୋଲିସ ଚଢାଉ କରିଥିଲା l ହୋଟେଲ ମ୍ୟାନେଜରଙ୍କ ସମେତ 4 ଜଣ ଗିରଫ ହୋଇଛନ୍ତି l ଡୁଡୁମା କଲୋନୀର ଆକାଶ ବିଶୋଇ , ଅଜୟ ବେହେରା,ଲାଞ୍ଜିପଲ୍ଲୀର ଚିନ୍ମୟ ପାତ୍ର,ପାଟପୁର ଅଞ୍ଚଳର…

ଆଦିବାସୀ ମହାବିଦ୍ଯାଳୟରେ ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ

ବାଲିଗୁଡା:୧୩/୦୯(ସୁକାନ୍ତ କୁମାର ତ୍ରିପାଠୀ)ବାଲିଗୁଡା ସ୍ଥାନୀୟ ଆଦିବାସୀ ମହାବିଦ୍ଯାଳୟ ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ ହୋଇଅଛି lଭାରପ୍ରାପ୍ତ ଅଧ୍ଯକ୍ଷ ନୀଳାତଳ ମହାରଣା ଜିଲ୍ଲା ସଂଯୋଜକ ତଥା ପ୍ରାଥମିକ ତିକିସ୍ଛା ବିଶାରଦ ଡ ବିଭୂତିଭୂଷଣ ଆତାର୍ଯ୍ଯ…

ଗୋପାଳପୁର ସହ ଅନୁଗୁଳ ଓ ତାଳଚେରକୁ ହେବ ରେଳ ସଂଯୋଗକୁ ନେଇଥିବା ପଦକ୍ଷେପକୁ ଦକ୍ଷିଣ ଓଡିଶା ରେଳପଥ ବିକାଶ ମିଳିତ…

ବ୍ରହ୍ମପୁର,(ବିଚିତ୍ର ସାହୁ):- ଗୋପାଳପୁର ଠାରୁ ତାଳଚେର ଭାୟା ଆସିକା,ବୁଗୁଡ଼ା , ନୟାଗଡ ହୋଇ ତାଳଚେର ଯୋଗ କରିବାରେଳ ସଂଯୋଗରେ ଯୋଡ଼ିହେବା ନୂଆ ଅଧ୍ୟାୟ, ମାଲ ପରିବହନରେ ଫାଇନାଲ ସର୍ଭେ ପାଇଁ ମିଳିଛି ଅନୁମୋଦନ I DPR ପ୍ରସ୍ତୁତ କରିବାପାଇଁ ପୂର୍ବତଟ ରେଳପଥ କୁ ଦାୟିତ୍ୱା…

୨୧ ସେପ୍ଟେମ୍ବରରେ ସୂର୍ଯ୍ୟଗ୍ରହଣ ହେବ, ପିତୃପକ୍ଷର ଆରମ୍ଭ ଏବଂ ଶେଷରେ ଦୁଇଟି ଗ୍ରହଣ ହେବ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଚଳିତ ବର୍ଷ ସେପ୍ଟେମ୍ବର ମାସଟି ଜ୍ୟୋତିର୍ବିଜ୍ଞାନ ଦୃଷ୍ଟିକୋଣରୁ ବିଶେଷ ଏବଂ ଅଭୂତପୂର୍ବ। ଏହି ମାସରେ ଦୁଇଟି ଗ୍ରହଣର ସଂଯୋଗ ହୋଇଛି। ସମ୍ପ୍ରତି ୭ ସେପ୍ଟେମ୍ବରରେ ଦେଶ ଏବଂ ବିଶ୍ୱରେ ଏକ ସମ୍ପୂର୍ଣ୍ଣ ରକ୍ତ ମୁଡ୍ ଚନ୍ଦ୍ରଗ୍ରହଣ ଦେଖାଯାଇଥିଲା, ଏବଂ ଏବେ…
error: Content is protected !!