ଆଦିବାସୀ ମହାବିଦ୍ଯାଳୟରେ ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ


ବାଲିଗୁଡା:୧୩/୦୯(ସୁକାନ୍ତ କୁମାର ତ୍ରିପାଠୀ)ବାଲିଗୁଡା ସ୍ଥାନୀୟ ଆଦିବାସୀ ମହାବିଦ୍ଯାଳୟ ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ ହୋଇଅଛି lଭାରପ୍ରାପ୍ତ ଅଧ୍ଯକ୍ଷ ନୀଳାତଳ ମହାରଣା ଜିଲ୍ଲା ସଂଯୋଜକ ତଥା ପ୍ରାଥମିକ ତିକିସ୍ଛା ବିଶାରଦ ଡ ବିଭୂତିଭୂଷଣ ଆତାର୍ଯ୍ଯ ବିଷୟ ବିଶାରଦ ଡାକ୍ତର ବିବେକାନନ୍ଦ ମଲାଣ ନମୁନା ଦେଖାଇ ବୁଝାଇ ଥିଲେ lଚଳିତ ବର୍ଷର ନାରା ପାଗ ପରିବର୍ତ୍ତନରେ ପ୍ରାଥମିକ ତିକିସ୍ଛା ପ୍ରସଂଗ ଉପରେ ସମସ୍ତ ଅତିଥି ଗୁରୁତ୍ୱ ଦେଇଥିଲେ lସ୍ୱେଛ୍ଛାସେବୀଂଜ ସନ୍ଦେହ ମୋଚନ କରା ଯାଇଥିଲା lକାଉନସେଲର ମାନସରଂଜନ ପ୍ରଧାନ ପ୍ରାରମ୍ଭିକ ସୂତନା ଓ ଧନ୍ଯବାଦ ଅର୍ପଣ କରିଥିଲେ l

Smart Computer Ad
You might also like
error: Content is protected !!