ଅଗ୍ରଣୀ ଅନୁଷ୍ଠାନ ବ୍ରହ୍ମପୁର କ୍ଲୋରୋଫୀଲ ସ୍କୁଲ ତରଫରୁ ଜିକେ ଚିତ୍ରାଙ୍କନ ପ୍ରତିଯୋଗିତା.

ଭଞ୍ଜନଗର,(ବବି ରଥ):-

ଗଞ୍ଜାମ ଜିଲ୍ଲା ଭଞ୍ଜନଗର RMC ହଲ ଠାରେ ଦୁଇ ଦିନଧରି ତଥା ତା.-13.09.25 ତାରିଖ ଦିନ Gk ପ୍ରତିଯୋଗିତା ସହିତ, ତା.-14.09.25 ରେ ଚିତ୍ରାଙ୍କନ ପ୍ରତିଯୋଗିତା ସ୍ଥାନୀୟ ସମସ୍ତ ଇଂରାଜୀ ମିଡ଼ିଅମ ବିଦ୍ୟାଳୟ ସହ ସରକାରୀ ବିଦ୍ୟାଳୟ ର କ୍ଲାସ -5,6,7,8 ଛାତ୍ର /ଛାତ୍ରୀ ମାନେ ଭାଗ ନେଲେ. ସ୍ଥାନୀୟ ଅଗ୍ରଣୀ ଅନୁଷ୍ଠାନ ରୋଟାରୀ କ୍ଲବ ର ସଭାପତି ଙ୍କ ସହ ପୂର୍ବତନ ସଭାପତି ଙ୍କ ସହ ସମସ୍ତ ରୋଟାରୀୟନ ସମାଜସେବୀ ଙ୍କ ସହ ଯୋଗରେ ବ୍ରହ୍ମପୁର ର KlOROFEEL SCHOOL ର ସମସ୍ତ କର୍ମକର୍ତ୍ତା ଙ୍କ ସମ୍ପୂର୍ଣ ସହ ଯୋଗରେ ପ୍ରଥମ ଥର ପାଇଁ ଏହି ଅଞ୍ଚଳ ରେ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଛି. ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଘୁମୁସର ପ୍ରେସ କ୍ଲବ ତଥା VOICE OF MEDIA ର ଉପଖଣ୍ଡ ସଭାପତି ଶ୍ରୀଯୁକ୍ତ ବବି ରଥ ଙ୍କୁ ସମ୍ମାନିତ କରାଯିବା ସହ ସମସ୍ତ ବିଜୟୀ ପ୍ରତିଯୋଗି ଙ୍କୁ ପୁରସ୍କୃତ କରାଯାଇଥିଲା.ସମସ୍ତ ଙ୍କୁ ଏକତା ର ସୂତ୍ର ରେ ଶିକ୍ଷା ସହିତ ସମାଜ ଗଠନ ରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଏହି କାର୍ଯ୍ୟକ୍ରମ କୁ ସବୁ ଅନୁଷ୍ଠାନ ତରଫରୁ ଭୂରୀ – ଭୂରୀ ପ୍ରଶଂସା କରିଛନ୍ତି.😁

Smart Computer Ad
You might also like
error: Content is protected !!