୪ ଯୁବକ ଗିରଫ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

୪ ଯୁବକକୁ ଟାଉନ୍ ପୋଲିସ ଗିରଫ କରିଛି l ମଧ୍ୟ ରାତିରେ ହୋଟେଲ ମିଡ୍ ଟାଉନରେ ପୋଲିସ ଚଢାଉ କରିଥିଲା l ହୋଟେଲ ମ୍ୟାନେଜରଙ୍କ ସମେତ 4 ଜଣ ଗିରଫ ହୋଇଛନ୍ତି l ଡୁଡୁମା କଲୋନୀର ଆକାଶ ବିଶୋଇ , ଅଜୟ ବେହେରା,ଲାଞ୍ଜିପଲ୍ଲୀର ଚିନ୍ମୟ ପାତ୍ର,ପାଟପୁର ଅଞ୍ଚଳର ଜି କୃଷ୍ଣ ପାତ୍ରଙ୍କୁ ପୋଲିସ ଗିରଫ କରିଛି l ଅବ୍ୟବହୃତ କଣ୍ଡୋମ, କିଛି ଟାବଲେଟ୍ ଜବତ କରାଯାଇଛି l ଜଣେ ମହିଳା ପୀଡ଼ିତାଙ୍କୁ ଉଦ୍ଧାର କରାଯାଇଥିବା ପୋଲିସ କହିଛି l

Smart Computer Ad
You might also like
error: Content is protected !!