ଖୋର୍ଦ୍ଧାରୋଡ଼ ମଣ୍ଡଳରେ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ଏସ୍‌ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ଏସ୍‌, ଆଇ.ଆର.ଟି.ଏସ୍ ଙ୍କୁ ବିଦାୟ ଅବସରରେ ସମ୍ମାନିତ କରାଯାଇଛି। ନିଜ ମୂଳ କ୍ୟାଡର୍‌କୁ ଫେରି ଦକ୍ଷିଣତଟ ରେଳପଥରେ ଯୋଗଦାନ କରିବା ଅବସରରେ ଏହି…

ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ସମ୍ପନ୍ନ

ବ୍ରହ୍ମପୁର,(ବିଚିତ୍ର ସାହୁ):- ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ "ଜାତୀୟ ସଙ୍ଗୀତ କଳାକେନ୍ଦ୍ର" ପରିଚାଳିତ 'ସାହିତ୍ୟ ସନ୍ଧ୍ୟା' ତରଫରୁ କଳାକେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। କଳାକେନ୍ଦ୍ର ସଭାପତି ଶିକ୍ଷା ପ୍ରଦୀପ ଦେବୀ…

ମହକ-୨୦୨୬ ଶିଶୁ ମହୋତ୍ସବରେ ଉଜ୍ଜ୍ୱଳ ହେଲା ଅନ୍ତେବାସୀଙ୍କ ପ୍ରତିଭା୨୫୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ଅଂଶଗ୍ରହଣ, ପୁରସ୍କୃତ…

କନ୍ଧମାଳ, ୫/୧୦: ସୁକାନ୍ତ କୁମାର ତ୍ରିପାଠୀ ଶିଶୁମାନଙ୍କ ମଧ୍ୟରେ ଲୁକାୟିତ ପ୍ରତିଭାର ବିକାଶ ଓ ସେମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ଦେବା ଲକ୍ଷ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ-୨୦୨୬’ ଉଦଯାପିତ ହୋଇଛି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା…

୨୦୨୫–୨୬ରେ ସର୍ବାଧିକ ରାଜସ୍ୱ ଆଦାୟକାରୀ ଟିକେଟ ଯାଞ୍ଚ କର୍ମଚାରୀଙ୍କୁ ଖୋର୍ଦ୍ଧାରୋଡ଼ ମଣ୍ଡଳର ସମ୍ବର୍ଦ୍ଧନା

ରୀପୋର୍ଟ |ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର ll ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ୨୦୨୫–୨୬ ଆର୍ଥିକ ବର୍ଷରେ ଟିକେଟ ଯାଞ୍ଚ କାର୍ଯ୍ୟ ମାଧ୍ୟମରେ ସର୍ବାଧିକ ରାଜସ୍ୱ ଆଦାୟ କରିଥିବା ଟିକେଟ ଯାଞ୍ଚ କର୍ମଚାରୀମାନଙ୍କୁ ସେମାନଙ୍କ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା,…

ବ୍ଲକ ବରିଷ୍ଠ କଳାକାର ସଂଘର କାଯ୍ୟଳୟ ସ୍ଥାପନ ନିମନ୍ତେ ପ୍ରସ୍ତୁତି ବୈଠକ ବେଲଗୁଣ୍ଠା

ବ୍ରହ୍ମପୁର,(ବିଚିତ୍ରସାହୁ):- କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ବେଲଗୁଣ୍ଠା ବ୍ଲକ ଶାଖା"ର କାର୍ଯ୍ୟାଳୟ ଗୃହ ନିର୍ମାଣ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ଉପଦେଷ୍ଟା ନାଟ୍ୟକାର ସୁରେନ୍ଦ୍ର କୁମାର ଜେନାଙ୍କ…

ପ୍ରାଣୀ ଆମ୍ବୁଲାନ୍ସ ଅଛି, ଷ୍ଟ୍ରେଚର ନାହିଁ | ଆହତ ପଶୁଙ୍କୁ ଟାଣି ଆଣିବାକୁ ପଡ଼ୁଛି, ବଢ଼ୁଛି ଯନ୍ତ୍ରଣା

ବ୍ରହ୍ମପୁର | ନ୍ୟୁଜ ନର୍ଭ || ପଶୁଙ୍କ ସୁରକ୍ଷା, ଉଦ୍ଧାର ଓ ଚିକିତ୍ସାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ପ୍ରାଣୀ ଉଦ୍ଧାର ଯାନ ତଥା ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ଦୁର୍ଘଟଣାଗ୍ରସ୍ତ, ଆହତ ଓ ଅସୁସ୍ଥ ପଶୁଙ୍କୁ ଉଦ୍ଧାର କରି ଚିକିତ୍ସା…

ଚନ୍ଦକାରେ ପୋଲିସ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଶ୍ରୀଧର ପଣ୍ଡା ଗୋଡ଼ରେ ବାଜିଲା ଗୁଳି

ଖୋର୍ଦ୍ଧା ଜିଲ୍ଲା | ସଞ୍ଜୀବ କୁମାର ||ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ନୟାପଲ୍ଲୀ ବେହେରା ସାହି ବନ୍ଧୁକ ମୁନରେ ଦୁଷ୍କର୍ମ ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା । କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ଏବଂ ନୟାପଲ୍ଲୀ ପୋଲିସର ମିଳିତ ଚଢ଼ାଉ ବେଳେ ଚନ୍ଦକା ଅଞ୍ଚଳରେ…

‘ଦି ବିଗ୍ ବ୍ୟାଙ୍ଗ୍: ଏ ଡିସକଭରି ରିଟନ୍ ଇନ୍ ଦ ସ୍କାଏ’ ଶୀର୍ଷକ ବକ୍ତୃତା ମାଧ୍ୟମରେ ଆଇଆଇଟି ଭୁବନେଶ୍ୱରରେ…

ଭୁବନେଶ୍ୱର, ୩ ଅକ୍ଟୋବର ୨୦୨୬ || ଭାରତୀୟ ପ୍ରଯୁକ୍ତିବିଦ୍ୟାନ ସଂସ୍ଥାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ୨୯ ସେପ୍ଟେମ୍ବର ୨୦୨୬ରେ “ଦି ବିଗ୍ ବ୍ୟାଙ୍ଗ୍: ଏ ଡିସକଭରି ରିଟନ୍ ଇନ୍ ଦ ସ୍କାଏ” ଶୀର୍ଷକରେ ଏକ ପ୍ରତିଷ୍ଠାନୀୟ ସେମିନାର ଆୟୋଜିତ ହୋଇଥିଲା। ଏହି ଅବସରରେ ପ୍ରଖ୍ୟାତ ରେଡିଓ…

ବ୍ରହ୍ମପୁରରେ ପ୍ରଥମଥର ଫଟୋଗ୍ରାଫର୍ସ କ୍ରିକେଟ୍ ଲିଗ୍‌; ମଇଦାନରେ ୮ ଟିମ୍‌ର ରୋମାଞ୍ଚକର ମୁକାବିଲା

ବ୍ରହ୍ମପୁର | ନ୍ୟୁଜ ନର୍ଭ | ବିଚିତ୍ର ସାହୁ ||ବ୍ରହ୍ମପୁରରେ ପ୍ରଥମ ଥର ପାଇଁ ଶୁଭାରମ୍ଭ ହୋଇଯାଇଛି | ବ୍ରହ୍ମପୁର ଫଟୋଗ୍ରାଫର୍ସ କ୍ରିକେଟ୍ ଲିଗ୍ ୨୦୨୬ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ବ୍ରହ୍ମପୁର ଫଟୋଗ୍ରାଫର ୟୁଥ କ୍ଲବ (BPYC) ତରଫରୁ ସହରର ମହାତ୍ମାଗାନ୍ଧୀ ଷ୍ଟାଡିୟମ ପରିସରରେ ଆୟୋଜିତ…

ବିକଶିତ ଭାରତ–ଜୀ ରାମ ଜୀ ଯୋଜନା ନେଇ ସ୍ୱତନ୍ତ୍ର ଗ୍ରାମସଭାଚନ୍ଦ୍ରପୁର ବ୍ଲକ୍‌ର ୮ ପଞ୍ଚାୟତରେ ଗ୍ରାମସଭା, ବିକାଶ ଓ…

ଚନ୍ଦ୍ରପୁର | ରାୟଗଡ଼ା ଜିଲ୍ଲା | କୈଳାସ ମlଳବିଶୋଇ ||ଚନ୍ଦ୍ରପୁର : ୦୨/୧୦ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ସଦର ମହକୁମା ପଞ୍ଚାୟତ କାର୍ଯ୍ୟାଳୟ ପରିଷରରେ ସରପଞ୍ଚ ଶ୍ରୀମତୀ ରଞ୍ଜିତା ବ୍ରେକେବେଡା ଙ୍କ ନେତୃତ୍ବରେଅକ୍ଟୋବର ୨ ତାରିଖରେ ବିକଶିତ ଭାରତ ଜୀ - ରାମଜୀ ଯୋଜନାକୁ ନେଇ ଏକ…
error: Content is protected !!