ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡର ସଦସ୍ୟ ଭାବେ ସୁଧୀର ସାବତ ମନୋନୀତ
ବ୍ରହ୍ମପୁର | ନ୍ୟୁଜ ନର୍ଭ | ଓଡ଼ିଶା ସରକାର ଯୋଜନା ଓ ସମନ୍ୱୟ ବିଭାଗ ବିଜ୍ଞପ୍ତି ଚିଠି ନଂ. ୧୪୭୯ /ପି, ଭୁବନେଶ୍ୱର, ତାରିଖ ୦୩-୧୦-୨୦୨୬ ପ୍ରକାରେ ଓଡ଼ିଶା ଜିଲ୍ଲା ଯୋଜନା କମିଟି ଆଇନ, ୧୯୯୮ (୧୯୯୮ ର ଓଡ଼ିଶା ଆଇନ ୮) ର ଧାରା ୩ ର ଉପ-ଧାରା (୩) ର କ୍ଲଜ୍ (iii) ସହ ଧାରା ୪ ର ଉପ-ଧାରା!-->…