ସାନଖେମୁଣ୍ଡି,(ଜଗନ୍ନାଥ,ନାୟକ):-
ସାନଖେମୁଣ୍ଡି ବ୍ଲକ ପୋଡାମାରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାର୍ଥାପୁର ରେ ହଇଜା ବ୍ୟାପିଥିବା ଖବର ପାଇ ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ମିଶ୍ର ସେହି ଗ୍ରାମ ରେ ତତ୍କ୍ଷଣ ପହଞ୍ଚି ସେଥିରେ ଦୁଇ ଜଣ ଆକ୍ରାନ୍ତରେ ମୃତ ହୋଇଥିବା ବ୍ୟକ୍ତି ମାନଙ୍କ ପରିବାର ବର୍ଗ ଙ୍କୁ ଭେଟି ଅଶାଶ୍ୱନା ଦେବା ସହ Red Cruss ତରଫରୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ ଏବଂ ଯେଉଁମାନେ ଚିକିତ୍ସିତ ହେଉଛନ୍ତି ସେମାନଙ୍କ ପରିବାର କୁ ଭେଟି ସ୍ୱାସ୍ଥ୍ୟବ୍ୟସ୍ଥା ପଚାରି ବୁଝିବା ସହ ଗ୍ରାମ ବାସୀ ଙ୍କ ଆଲୋଚନା କରିଥିଲେ !*
