ଚନ୍ଦ୍ରପୁର ବ୍ଲକ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ଠାରେ ନବମ ରାଷ୍ଟ୍ରୀୟ ପୋଷଣ ଓ ଅଙ୍ଗନକା ଉତ୍ସବ ତ୍ରୀରଙ୍ଗା ଥାଳି ଦିଵସ ପାଳିତ
ଚନ୍ଦ୍ରପୁର | କୈଳାସ ମାଳବିଶୋଇ ||
ରାୟଗଡ଼ ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ନବମ ରାଷ୍ଟ୍ରୀୟ ପୋଷଣ, ଅଙ୍ଗନକା ଉତ୍ସବ ଓ ତ୍ରୀରଙ୍ଗା ଥାଳି ଡିବସ ପାଳିତ ହୋଇଯାଇଛି l

ଏଥିରେ ଚନ୍ଦ୍ରପୁର ସିଡ଼ିପିଓ ଶ୍ରୀମତି ପୁଷ୍ପଲତା ସାହୁ ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ବୁଲି ରାଷ୍ଟ୍ରୀୟ ପୋଷଣ, ଅଙ୍ଗନକା ଉତ୍ସବ ଓ ତ୍ରିରଙ୍ଗା ଥାଳି ଉତ୍ସବ ପାଳନ ହୋଇଛି l ଏଥିରେ ଚନ୍ଦ୍ରପୁର ବ୍ଲକ ଆଠ ଗୋଟି ପଞ୍ଚାୟତ ପ୍ରାୟ ୧୧୮ ଟି ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ପାଳିତ ହୋଇଯାଇଛି ସମସ୍ତ ଅଙ୍ଗନୱାଡି କର୍ମୀ ମାନଙ୍କ ସହ ମା ଓ ଶିଶୁ ମାନଙ୍କୁ ପୋଷଣ ଖାଦ୍ୟ ଖାଇବା ନିମନ୍ତେ ପରି ବେଷଣ କରି ଥିଲେ ଏଥିରେ ଚନ୍ଦ୍ରପୁର ସମ୍ମାନିତ ଶିଶୁ ବିକାଶ ବିଭାଗ ସୁପରଭାଇଜର ଅରୁଣା ମହାନ୍ଦିୟା, ପ୍ରମିଳା ପାଣି ସମେତ ଗ୍ରାମର ବହୁ ପୁରୁଷ ଓ ମହିଳା ସହଯୋଗ କରିଥିଲେ l

