ସାବଧାନ NHରେ ଜଗିଛି ଏଇ କ୍ୟାମେରା

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଜାତୀୟ ରାଜପଥରେ ବିନା ହେଲମେଟ ବିନା ସିଟ ବେଲ୍ଟରେ କିମ୍ବା ଅଧିକ ସ୍ପିଡରେ ଗାଡି ଚଳାଉଥିଲେ ସାବଧାନ ହୋଇଯାଆନ୍ତୁ । ଆପଣଙ୍କର ବି କଟିପାରେ ମୋଟା ଅଙ୍କର ଫାଇନ୍। କାରଣ ୪ଟି ଜାତୀୟ ରାଜପଥରେ ଲାଗିଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏ ଆଇ କ୍ୟାମେରା ଗୁଡ଼ିକ ଏବେ ଆକ୍ଟିଭ ହୋଇଛି । ମଙ୍ଗୁଳିରୁ ସମ୍ବଲପୁର ,ସମ୍ବଲପୁରରୁ ରାୟପୁର, ବ୍ରହ୍ମପୁରରୁ ଭଞ୍ଜନଗର ଓ ଭଞ୍ଜନଗରରୁ ତପ୍ତପାଣି ରାଜପଥରେ ଏହି ଏଆଇ କ୍ୟାମେରା ଗୁଡ଼ିକ ଅଗଷ୍ଟ ୧ ତାରିଖରୁ ଆକ୍ଟିଭେଟ ହୋଇଛି।

You might also like
error: Content is protected !!