ବାଲିଗୁଡ଼ା, ୬/୮: ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାର ରୁତୁଙ୍ଗିଆ ଅଞ୍ଚଳରୁ ରେହାନ ବେହେରା (Rehan Behera) ନାମକ ୧୨ ବର୍ଷ ବୟସର ଜଣେ ବାଳକ ନିଖୋଜ ହୋଇଥିବା ସୂଚନା ମିଳିଛି। ସେ ସାଇକେଲ ନେଇ ଘରୁ ବାହାରିଥିବା ପରେ ତାଙ୍କର କୌଣସି ସନ୍ଧାନ ମିଳୁନାହିଁ।ଯଦି କୌଣସି ବ୍ୟକ୍ତି ରେହାନ ବେହେରାଙ୍କୁ କେଉଁଠି ଦେଖନ୍ତି କିମ୍ବା ତାଙ୍କ ସମ୍ପର୍କରେ କୌଣସି ସୂଚନା ପାଆନ୍ତି, ତେବେ ଦୟାକରି ୮୮୯୫୧୨୬୫୦୩ ନମ୍ବରରେ ତୁରନ୍ତ ଯୋଗାଯୋଗ କରିବାକୁ ଅନୁରୋଧ। ନିଖୋଜ ବିବରଣୀ:ନାମ: ରେହାନ ବେହେରା,ବୟସ: ୧୨ ବର୍ଷ,

ନିଖୋଜ ସ୍ଥାନ: ରୁତୁଙ୍ଗିଆ, କନ୍ଧମାଳ,ଯୋଗାଯୋଗ ନମ୍ବର: ୮୮୯୫୧୨୬୫୦୩, ସାଧାରଣ ଲୋକଙ୍କୁ ଅନୁରୋଧ: ଏହି ଖବରକୁ ଅଧିକରୁ ଅଧିକ ସେୟାର କରନ୍ତୁ, ଯାହାଦ୍ୱାରା ଶିଶୁଟିଙ୍କୁ ଶୀଘ୍ର ସନ୍ଧାନ କରାଯାଇପାରିବ।

advertisement