ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ପ୍ରକାଶ ପାଇଲା ଯୁକ୍ତ ୨ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ୪୬ ହଜାର ୫୭୦ ଛାତ୍ରଛାତ୍ରୀ ନାମଲେଖା ପାଇଁ ତାଲିକାରେ ସ୍ଥାନିତ ସମସ୍ତ ୩ ବର୍ଗ କଳା, ବାଣିଜ୍ୟ, ବିଜ୍ଞାନରେ ରେଭେନ୍ସ କଟଅଫ୍ ଆଗରେ କଳା- ୭୮%, ବାଣିଜ୍ୟ- ୭୮.୨୦%, ବିଜ୍ଞାନ- ୯୦% ବିଜ୍ଞାନରେ BJB ଓ କଳା, ବାଣିଜ୍ୟରେ ରାଉରକେଲା HSC ଦ୍ବିତୀୟ ସ୍ଥାନରେ