ମହଙ୍ଗା ଭତ୍ତା ୫ପ୍ରତିଶତ ବୃଦ୍ଧି

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ମହଙ୍ଗା ଭତ୍ତା ୫% ବୃଦ୍ଧି କଲେ ରାଜ୍ୟ ସରକାର ୨୫୭%ରୁ ବୃଦ୍ଧି ପାଇ ୨୬୨% ହେଲା ମହଙ୍ଗା ଭତ୍ତା ପିଛିଲା ଭାବେ ଜାନୁଆରୀରୁ ଲାଗୁ ନେଇ ବିଜ୍ଞପ୍ତି ଜୁଲାଇ ମାସ ଦରମାରେ ମିଳିବ ବର୍ଦ୍ଧିତ ଭତ୍ତା

You might also like
error: Content is protected !!