କୋଭିଡ୍‌ ପରିସ୍ଥିତି ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

କୋଭିଡ୍‌ ପରିସ୍ଥିତି ନାହିଁ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ‘ବର୍ତ୍ତମାନ କୋଭିଡ୍‌ ସାଧାରଣ ଥଣ୍ଡା, ଜ୍ୱରରେ ସୀମିତ ଅଛି’ ଗଞ୍ଜାମ ଖବର ଗଣମାଧ୍ୟମରୁ ମିଳିଛି- ଡା. ରବୀନ୍ଦ୍ରନାଥ ମିଶ୍ର ୨ ଜଣ ସଂଘରୋଧରେ ଘରେ ଅଛନ୍ତି, ଜଣେ ହସ୍ପିଟାଲରେ ଅଛନ୍ତି’ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

You might also like
error: Content is protected !!