ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ନୂଆ ଶିକ୍ଷା ନୀତି ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ୧୬୭୮ ତ୍ରୁଟି ଅଭିଯୋଗ ପାଠ୍ୟପୁସ୍ତକରେ ଏତେ ସଂଖ୍ୟକ ଭୁଲକୁ ନେଇ ଉଦ୍ବେଗ ପ୍ରକାଶ ଘରୋଇ ସ୍କୁଲ ଶିକ୍ଷକଙ୍କ ଦ୍ୱାରା ପୁସ୍ତକ ପ୍ରସ୍ତୁତ ହୋଇଥିବା ଅଭିଯୋଗ ଦାୟୀ ଅଧିକାରୀଙ୍କ ବିରୋଧରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି ଯୁଦ୍ଧକାଳୀନ ଭିତ୍ତିରେ ତ୍ରୁଟି ସଂଶୋଧନ କରି ନୂଆ ପୁସ୍ତକ ଯୋଗାଣ ପାଇଁ ଦାବି