ଅନୁଭବଙ୍କ ପିଟିସନ୍‌; ବର୍ଷାଙ୍କୁ ଜବାବ ତଲବ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ସୁପ୍ରିମକୋର୍ଟରେ ଅଭିନେତା ଅନୁଭବ ମହାନ୍ତିଙ୍କ ଆବେଦନ ପ୍ରସଙ୍ଗ ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଜବାବ ତଲବ ପୁରୀଘାଟ ଥାନା ମାମଲାରେ ଡିସ୍‌ଚାର୍ଜ ପିଟିସନ କରିଥିଲେ ଅନୁଭବ ବିଧାୟକ/ସାଂସଦଙ୍କ ପାଇଁ ସ୍ୱତନ୍ତ୍ର କୋର୍ଟ ଆବେଦନ ଖାରଜ କରିଥିଲେ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଥିଲେ ହାଇକୋର୍ଟ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଛନ୍ତି ଅନୁଭବ ଅନୁଭବଙ୍କ ଘରେ ମାନସିକ ନିର୍ଯାତନା ନେଇ ଏତଲା କରିଥିଲେ ବର୍ଷା ଅନୁଭବ ଓ ଅନ୍ୟ ଦୁଇ ଖଗେଶ୍ୱର ଏବଂ ସୁଜିତଙ୍କ ନାଁରେ ରହିଛି ମାମଲା

You might also like
error: Content is protected !!