ଖସିଲା ତେଲ, ବଢ଼ିଲା ସୁନା

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଇରାନ-ଆମେରିକା ଶାନ୍ତି ଚୁକ୍ତି ଘୋଷଣା ପରେ ଖସିଲା ତୈଳ ଦର ଅନ୍ତର୍ଜାତୀୟ ବଜାରରେ ଖସିଲା ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ଅଶୋଧିତ ତୈଳ ଦର ୮୪ ଡଲାରକୁ ଖସିଲା ବୃଦ୍ଧି ପାଇଛି ସୁନା ଓ ରୁପା ଦର, ଦେଢ଼ ଲକ୍ଷ ଟପିଲା ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୫୧ ହଜାର ଟଙ୍କାକୁ ବୃଦ୍ଧି ୧ କେଜି ରୁପା ଦର ୨ ଲକ୍ଷ ୮୦ ହଜାର ଟଙ୍କା ଛୁଇଁଲା

You might also like
error: Content is protected !!