ଅଗ୍ନିକାଣ୍ଡରେ ଛତୁ ଚାଷୀଙ୍କ ପ୍ରାୟ ୪ଲକ୍ଷ୍ୟରୁ ଉର୍ଦ୍ଧ ଟଙ୍କ।ର କ୍ଷ୍ୟୟକ୍ଷତି

ଚିକିଟି,(ଜଗନ୍ନାଥ ନାୟକ): ଚାନ୍ଧପୁରୁ ଗ୍ରାମପଞ୍ଚାୟତ ନିକଟ ସ୍ତଡ଼ାଭାର ଗ୍ରାମର ସୁନିତା ବେହେରା, ସ୍ୱାମୀ , ପିତାମ୍ବର ବେହେରାଙ୍କ,ଛତୁଚାଷ ପାଇଁ ସଂଗ୍ରହ କରାଯାଇଥିବା ପ୍ରାୟ ୪ଲକ୍ଷ୍ୟରୁଉର୍ଦ୍ଧ ଟଙ୍କାର ନଡ଼ାଗଦା ଅଗ୍ନୀକାଣ୍ଡରେ ସଂପୁର୍ଣ୍ଣ ପାଉୁଁଶ ହୋଇଯାଇଛି l କେବଳ ନଡ଼ା ନୁହେଁ ପାଖରେ ହୋଇଥିବା ଛତୁ ବାଡ଼ ମଧ୍ୟ ନିଆଲାଗି ବ୍ୟାପକ କ୍ଷ୍ୟୟକ୍ଷ୍ୟତି ହୋଇଛି, ଚାଷିପରିବାର ଆର୍ଥିକ ଭାବେ ଭାଙ୍ଗିପଡ଼ିଛନ୍ତି ନିଆଁଏତେ ଭୟଙ୍କର ଥିଲା ଯେ ଦିଗପହଣ୍ଡିରୁ ଆସିଥିବା ଦମକଳ ବାହିନିନିଆକୁ ଆୟତ କରିପାରିନଥିଲେ,ପାତ୍ରପୁରୁ ଦମକଳ ଆସିବାପରେ ଦୁଇ ଦମକଳ ବାହିନୀଙ୍କ ମିଳିତ ଉଦ୍ୟମ ସ୍ଥାନୀୟ ସରପଞ୍ଚ ଗ୍ରାମବାସିଙ୍କ ଅକ୍ଲାନ୍ତ ପରିଶ୍ରମରେ ନିଆକୁ ଆୟତ କରାଯାଇଥିଲା,ଏହି ଘଟଣାରେ ବିପୁଳ କ୍ଷୟକ୍ଷ୍ୟତିରେ ସରକାରଙ୍କ ତରଫରୁ ପିଡ଼ିତ ଚାଷି ପରିବାରକୁ ଆର୍ଥିକ ସାହାଯ୍ୟ ଯୋଗାଇଦେବା ପାଇଁ ସ୍ଥାନିୟ ସରପଞ୍ଚ ସ୍ଥାନିୟ ଲୋକେ ଓ ପିତାମ୍ବର ବେହେର, ଏହି ଘଟଣାରେ ଭାଙ୍ଗିଯାଇଥିବା ପରିବାରକୁ ସାହାଯ୍ୟ ନିମନ୍ତେ ଅନୁରୋଧ କରିଛନ୍ତି।

You might also like
error: Content is protected !!