ଖଡିଆଳ ସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ନବମ ବାର୍ଷିକୋତ୍ସବ ଅନୁଷ୍ଠିତ

ନୂଆପଡ଼ା,(ଏସ.ଏମ.ପି):-

ନୂଆପଡ଼ା ଜିଲ୍ଲା ମହାବିଦ୍ୟାଳଯ ଖଡିଆଳ ସ୍ଥିତ ଆଦର୍ଶ ସ୍ନାତକ ଳୟର ନବମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଜଗନ୍ନାଥଙ୍କ ପୁଜାର୍ଚ୍ଚନା ପରେ ପ୍ରାରମ୍ଭିକ ସଙ୍ଗୀତ ଗାନ ହୋଇଥିଲା Iଅଧ୍ଯକ୍ଷ ଅକ୍ଷୟ କୁମାର ସାହୁ ଅଧ୍ଯକ୍ଷତା କରିଥିବା ବେଳେ ପ୍ରାରମ୍ଭିକ ବକ୍ତବ୍ୟ ପରେ ଏକ ବାର୍ଷିକ ବୁଲେଟିନ ଉନ୍ମୋଚିତ ହୋଇଥିଲା । I ସହକାର ରୀ ପ୍ରଫେସର ରାକେଶ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥ୍‌ ଡଃ ଫଣିନ୍ଦମ୍ ଦେଓ ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେଜିଲ୍ଲା । ସମ୍ମାନିତ ଅତିଥ୍ ମେଜର ଜର ଡଃ ରାମ ଚନ୍ଦ୍ର ମିଶ୍ର, ମୁଖ୍ୟ ବକ୍ତା ଡଃ ବାସୁଦେବ ସୁନାନି ଯୋଗ ଦେଇଥିଲେ ଶ୍ରେଷ୍ଠ ସ୍ନାତକ ସାଂସ୍କୃତିକ ଚମ୍ପିୟାନ, କ୍ରୀଡା ଚମ୍ପିୟାନ, ସାଂସ୍କୃତିକ ପ୍ରତିଯୋଗିତା ଆଦିର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପ‌ତ୍ର ପ୍ରଦାନ ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଓଡ଼ିଶୀ, ଗୀତ ଓ ନୃତ୍ୟ ପରିବେଷଣ । ।କରନରାଯାଇଥିଲା । ଅଧ୍ୟାପକ ଡଃ ଲିଙ୍ଗରାଜ ସାହୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଜ‌ୟ ଶଙ୍କର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । । ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ ।

You might also like
error: Content is protected !!