ଓଡ଼ିଶାରେ CHSE କରିବ ଇମ୍ପ୍ରୁଭମେଣ୍ଟ ପରୀକ୍ଷା

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

+2 ପରୀକ୍ଷାର୍ଥୀଙ୍କ ପାଇଁ ସୂଚନା ଦେଲେ CHSE ପରୀକ୍ଷା ନିୟନ୍ତ୍ରକ CBSE ଢାଞ୍ଚାରେ ଓଡ଼ିଶାରେ ହେବ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପରୀକ୍ଷାରେ କମ୍‌ ନମ୍ବର ରଖିଥିଲେ ଦେଇପାରିବେ ପରୀକ୍ଷା ଚଳିତବର୍ଷ ପ୍ରଥମଥର ପାଇଁ ହେବାକୁ ଯାଉଛି ଏହି ବ୍ୟବସ୍ଥା ପରୀକ୍ଷାର୍ଥୀ ସବୁ ପେପରରେ ପାସ କରିଥିବା ଦରକାର ପରୀକ୍ଷାର୍ଥୀ ଫେଲ ହୋଇଥିଲେ ମିଳିବନି ସୁଯୋଗ ଫେଲ ହୋଇଥିଲେ ଦେବେ ଇନଷ୍ଟାଣ୍ଟ ପରୀକ୍ଷା ପରୀକ୍ଷା ଦୁଇମାସ ଭିତରେ ହୋଇ ଫଳାଫଳ ବାହାରିବ

Smart Computer Ad
You might also like
error: Content is protected !!