ରିଫାଇନାରୀକୁ ଅଧିକ LPG ଉତ୍ପାଦନ ନିର୍ଦ୍ଦେଶ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ସମସ୍ତ ଅଏଲ୍‌ ରିଫାଇନାରୀକୁ ଅଧିକ LPG ଉତ୍ପାଦନ ନିର୍ଦ୍ଦେଶ ଅଧିକ LPG ଉତ୍ପାଦନ ନିର୍ଦ୍ଦେଶ ଦେଲା ପେଟ୍ରୋଲିୟମ୍‌ ମନ୍ତ୍ରାଳୟ ବିଶେଷକରି ଘରୋଇ LPG ଉପଭୋକ୍ତାଙ୍କ ପାଇଁ ବଢ଼ାଇବାକୁ ନିର୍ଦ୍ଦେଶ କଳାବଜାରୀ ରୋକିବା ପାଇଁ ମଧ୍ୟ ପଦକ୍ଷେପ ନେଲା ମନ୍ତ୍ରାଳୟ ସିଲିଣ୍ଡର ବୁକିଂ ପିରିୟଡକୁ ମଧ୍ୟ ୨୫ ଦିନକୁ ବୃଦ୍ଧି ଘୋଷଣା ଘରୋଇ ବାଦ୍‌ ହସ୍ପିଟାଲ୍‌ ଓ ସ୍କୁଲ୍‌ ଯୋଗାଣକୁ ଗୁରୁତ୍ବ ନିର୍ଦ୍ଦେଶ ଶିଳ୍ପ ଓ ରେଷ୍ଟୁରାଣ୍ଟକୁ LPG ଯୋଗାଣର ସମୀକ୍ଷା ନେଇ କମିଟି ଗଠନ

Smart Computer Ad
You might also like
error: Content is protected !!